Acts 16:11 — Compare Translations

7 translations compared side by side

Odia - 1840
"ଆମ୍ଭେ ତ୍ରୋଯା ନଗରରୁ ଜଳଯାତ୍ରା ରେ ସାମଥ୍ରାକୀ ଉପଦ୍ବୀପରେ ପହଞ୍ଚିଲୁ। ତା ଆରଦିନ ଆମ୍ଭେ ନିଯାପଲି ନଗରକୁ ଗଲୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେଣୁ ତ୍ରୋୟାରୁ ଜାହାଜରେ ଆମ୍ଭେମାନେ ସଳଖ ପଥରେ ସାମଥ୍ରାକୀକୁ ଓ ପରଦିନ ନିୟାପଲିକୁ ଗଲୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆମେ ଜାହାଜ ଯୋଗେ ତ୍ରୋୟା ଛାଡ଼ି ସାମଥ୍ରାକିକୁ ଗଲୁ ଓ ତହିଁ ଆରଦିନ ନିଆପଲ୍ଲିରେ ପହଞ୍ଚିଲୁ।
Odia Bible ERV 2004 (ପବିତ୍ର ବାଇବଲ)
ଲୂଦିଆଙ୍କ ହୃଦୟ ପରିବର୍ତ୍ତନ ଆମ୍ଭେ ତ୍ରୋୟା ନଗରରୁ ଜଳଯାତ୍ରାରେ ସାମଥ୍ରାକୀ ଉପଦ୍ୱୀପରେ ପହଞ୍ଚିଲୁ। ତା ଆରଦିନ ଆମ୍ଭେ ନିୟାପଲି ନଗରକୁ ଗଲୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେଣୁ ତ୍ରୋୟା ସହରରୁ ଜାହାଜରେ ଆମ୍ଭେମାନେ ସଳଖ ପଥରେ ସାମଥ୍ରାକୀ ଦ୍ବୀପକୁ ଓ ପରଦିନ ନିୟାପଲି ସହରକୁ ଗଲୁ,
Odia IRV 2017 (ଓଡିଆ ବାଇବେଲ)
ତେଣୁ ତ୍ରୋୟାରୁ ଜାହାଜରେ ଆମ୍ଭେମାନେ ସଳଖ ପଥରେ ସାମଥ୍ରାକୀକୁ ଓ ପରଦିନ ନିୟାପଲିକୁ ଗଲୁ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದುಸ್ರಾ ದಿಸಿ ಅಮಿ ತ್ರೊವಾಕ್ನಾ ಢೊನಿತ್ ಜಾವ್ಕ್ ಸಮೊಥ್ರ್ ಮನ್ತಲ್ಯಾ ದ್ವಿಪಾಕ್ ಯೆವ್ನ್ ನೆಯಪೊಲಿಸ್ ಶಾರಾಕ್ ಜಾವ್ನ್,