Acts 16:21 — Compare Translations

7 translations compared side by side

Odia - 1840
"ଆମ୍ଭମାନେେ ରୋମୀୟ। ଏଣୁ ଏମାନେ ଲୋକମାନଙ୍କୁ ଯେଉଁ କଥା କହୁଛନ୍ତି, ସହେି ପ୍ରଥାଗୁଡ଼ିକ ଆମ୍ଭମାନଙ୍କ ଗ୍ରହଣ ୟୋଗ୍ଯ ନୁହେଁ। ତେଣୁ ଆମ୍ଭେ ଏସବୁ କରିପାରିବୁ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆମ୍ଭ ରୋମୀୟ ଲୋକମାନଙ୍କର ଯେଉଁସବୁ ରୀତିନୀତି ଗ୍ରହଣ ବା ପାଳନ କରିବା ବିଧିସଙ୍ଗତ ନୁହେଁ, ତାହା ଏମାନେ ପ୍ରଚାର କରୁଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଆମ ବ୍ୟବସ୍ଥା ବିରୁଦ୍ଧ ରୀତିନୀତି ଶିଖାଉଛନ୍ତି। ଆମେ ରୋମୀୟ ନାଗରିକ, ତେଣୁ ଏହିସବୁ ରୀତିନୀତି ଗ୍ରହଣ କରିପାରିବୁ ନାହିଁ; ସେଗୁଡ଼ିକୁ ଆମେ ପାଳନ କରିପାରିବୁ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭେମାନେ ରୋମୀୟ। ଏଣୁ ଏମାନେ ଲୋକମାନଙ୍କୁ ଯେଉଁ କଥା କହୁଛନ୍ତି, ସେହି ପ୍ରଥାଗୁଡ଼ିକ ଆମ୍ଭମାନଙ୍କ ଗ୍ରହଣ ଯୋଗ୍ୟ ନୁହେଁ। ତେଣୁ ଆମ୍ଭେ ଏସବୁ କରି ପାରିବୁ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆମ୍ଭ ରୋମୀୟ ଲୋକମାନଙ୍କର ଯେଉଁ ସବୁ ରୀତିନୀତି ଗ୍ରହଣ ବା ପାଳନ କରିବା ବିଧିସଙ୍ଗତ ନୁହେଁ, ତାହା ଏମାନେ ପ୍ରଚାର କରୁଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ଆମ୍ଭ ରୋମୀୟ ଲୋକମାନଙ୍କର ଯେଉଁ ସବୁ ରୀତିନୀତି ଗ୍ରହଣ ବା ପାଳନ କରିବା ବିଧିସଙ୍ଗତ ନୁହେଁ, ତାହା ଏମାନେ ପ୍ରଚାର କରୁଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮ್ಚ್ಯಾ ಪದ್ದತಿ ನೆಮಾಕ್ ವಿರೊದ್ ಹೊವ್ನ್ ನಕ್ಕೊ ಹೊಲ್ಲಿ ಕಾಮಾ ಕರುಲ್ಲಾತ್ ಮನುನ್ ಹೆನಿ ಲೊಕಾಕ್ನಿ ಸಾಂಗುಲ್ಲಾತ್, ರೊಮ್ ಮನ್ತಲ್ಯಾ ಶಾರಾಚ್ಯಾ ಲೊಕಾನಿ, ಅಮಿ ತಸ್ಲಿ ಕಾಮಾ ಕರುಕ್ ಹೊಯ್ನಾ ಮನುನ್ ಸಾಂಗ್ಲ್ಯಾನಿ.