Acts 16:30 — Compare Translations

7 translations compared side by side

Odia - 1840
"ତା'ପରେ ସେ ସମାନଙ୍କେୁ ବାହାରକୁ ଆଣି ପଚ଼ାରିଲେ, ମହାଶୟମାନେ, ପରିତ୍ରାଣ ପାଇବା ପାଇଁ ମାରେ କ'ଣ କରିବା ଆବଶ୍ଯକ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କଅଣ କରିବାକୁ ହେବ?
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ପରେ ସେମାନଙ୍କୁ ବାହାରକୁ ନେଇ ପଚାରିଲେ, “ମହାଶୟମାନେ! ପରିତ୍ରାଣ ପାଇବା ପାଇଁ ମୋତେ କ’ଣ କରିବାକୁ ହେବ?”
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ସେ ସେମାନଙ୍କୁ ବାହାରକୁ ଆଣି ପଗ୍ଭରିଲେ, ମହାଶୟମାନେ, “ପରିତ୍ରାଣ ପାଇବା ପାଇଁ ମୋର କ’ଣ କରିବା ଆବଶ୍ୟକ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କଅଣ କରିବାକୁ ହେବ?
Odia IRV 2017 (ଓଡିଆ ବାଇବେଲ)
ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କ'ଣ କରିବାକୁ ହେବ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ ತೆಂಕಾ ದೊಗ್ಯಾಕ್ನಿ ಭಾಯ್ರ್ ಬಲ್ವುನ್ ಘೆವ್ನ್ ತೆನಿ, “ಸಾಯ್ಬಾನು, ಮಿಯಾ ದೆವಾಚಿ ರಾಕ್ವನ್ ಘೆವ್ಚೆ ಹೊಲ್ಯಾರ್ ಕಾಯ್ ಕರುಚೆ?” ಮನುನ್ ಇಚಾರ್‍ಲ್ಯಾನ್.