Acts 16:37 — Compare Translations

7 translations compared side by side

Odia - 1840
"କିନ୍ତୁ ପାଉଲ ସୈନିକମାନଙ୍କୁ କହିଲେ, ସମାନେେ ଆମ୍ଭକୁ ବିନା ବିଚ଼ାର ରେ ଜନସାଧାରଣଙ୍କ ସାମନା ରେ ମାରିଛନ୍ତି। ଆମ୍ଭେ ରୋମୀୟ ନାଗରିକ। କିନ୍ତୁ ଆମ୍ଭକୁ କାରାଗାର ରେ ବନ୍ଦୀ କରି ରଖାଯାଇଛି। ବର୍ତ୍ତମାନ ସମାନେେ ଆମ୍ଭକୁ ଗୋପନ ରେ ଛାଡ଼ି ଦବୋପାଇଁ କହୁଛନ୍ତି? ଏହା ଆଦୌ ହାଇପୋରିବ ନାହିଁ। ତେଣୁ ସମାନେେ ନିଜେ ଆସି ବିଚ଼ାରକର୍ତ୍ତାମାନଙ୍କୁ କହିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ପାଉଲ ସେମାନଙ୍କୁ କହିଲେ, ରୋମୀୟ ଲୋକ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ବିଚାର ନ କରି ସେମାନେ ପ୍ରକାଶରେ ଆମ୍ଭମାନଙ୍କୁ ପ୍ରହାର କଲା ପରେ କାରାଗାରରେ ପକାଇ ଅଛନ୍ତି, ଆଉ ଏବେ କି ଗୋପନରେ ଆମ୍ଭମାନଙ୍କୁ ଛାଡ଼ି ଦେଉଅଛନ୍ତି? ତାହା ହେବ ନାହିଁ, ମାତ୍ର ସେମାନେ ନିଜେ ଆସି ଆମ୍ଭମାନଙ୍କୁ ବାହାରକୁ ଘେନିଯାଉନ୍ତୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ପାଉଲ ସିପାହୀମାନଙ୍କୁ କହିଲେ, “କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ନ ହୋଇଥିଲେ ସୁଦ୍ଧା ସେମାନେ ଲୋକମାନଙ୍କ ସାମ୍ନାରେ ଆମକୁ ପ୍ରହାର କଲେ। ଆମେ ରୋମୀୟ ନାଗରିକ, କିନ୍ତୁ ସେମାନେ ଆମକୁ ବନ୍ଦୀ କଲେ। ବର୍ତ୍ତମାନ ସେମାନେ ଆମକୁ ଗୁପ୍ତରେ ଛାଡ଼ି ଦେବାକୁ ଚାହାନ୍ତି। ଆମେ ଏହା କରାଇ ଦେବୁ ନାହିଁ। ରୋମୀୟ କର୍ତ୍ତୃପକ୍ଷ ନିଜେ ଏଠାକୁ ଆସି ଆମକୁ ମୁକ୍ତ କରନ୍ତୁ।”
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ପାଉଲ ସୈନିକମାନଙ୍କୁ କହିଲେ, “ସେମାନେ ଆମ୍ଭକୁ ବିନା ବିଗ୍ଭରରେ ଜନସାଧାରଣଙ୍କ ସାମନାରେ ମାରିଛନ୍ତି। ଆମ୍ଭେ ରୋମୀୟ ନାଗରିକ। କିନ୍ତୁ ଆମ୍ଭକୁ କାରାଗାରରେ ବନ୍ଦୀ କରି ରଖାଯାଇଛି। ବର୍ତ୍ତମାନ ସେମାନେ ଆମ୍ଭକୁ ଗୋପନରେ ଛାଡ଼ି ଦେବା ପାଇଁ କହୁଛନ୍ତି? ଏହା ଆଦୌ ହୋଇପାରିବ ନାହିଁ।” ତେଣୁ ସେମାନେ ନିଜେ ଆସି ବିଗ୍ଭରକର୍ତ୍ତାମାନଙ୍କୁ କହିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ପାଉଲ ସେମାନଙ୍କୁ କହିଲେ, ରୋମୀୟ ଲୋକ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ବିଚାର ନ କରି ସେମାନେ ପ୍ରକାଶରେ ଆମ୍ଭମାନଙ୍କୁ ପ୍ରହାର କଲା ପରେ କାରାଗାରରେ ପକାଇଅଛନ୍ତି, ଆଉ ଏବେ କି ଗୋପନରେ ଆମ୍ଭମାନଙ୍କୁ ଛାଡ଼ିଦେଉଅଛ? ତାହା ହେବ ନାହିଁ, ମାତ୍ର ସେମାନେ ନିଜେ ଆସି ଆମ୍ଭମାନଙ୍କୁ ବାହାରକୁ ଘେନିଯାଉନ୍ତୁ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ପାଉଲ ସେମାନଙ୍କୁ କହିଲେ, ରୋମୀୟ ଲୋକ ଯେ ଆମ୍ଭେମାନେ,ଆମ୍ଭମାନଙ୍କର ବିଚାର ନ କରି ସେମାନେ ପ୍ରକାଶରେ ଆମ୍ଭମାନଙ୍କୁ ପ୍ରହାର କଲା ପରେ କାରାଗାରରେ ପକାଇଅଛନ୍ତି, ଆଉ ଏବେ କି ଗୋପନରେ ଆମ୍ଭମାନଙ୍କୁ ଛାଡ଼ିଦେଉଅଛନ୍ତି? ତାହା ହେବ ନାହିଁ, ମାତ୍ର ସେମାନେ ନିଜେ ଆସି ଆମ୍ଭମାନଙ୍କୁ ବାହାରକୁ ଘେନିଯାଉନ୍ତୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಪಾವ್ಲುನ್, “ಅಮ್ಚಿ ಚುಕ್ ಕಾಯ್ ಮನುನ್ ದಾಕಯಿನಸ್ತಾನಾ ತುಮ್ಚ್ಯಾ ಮುಖಂಡಾನ್ ಲೊಕಾಂಚ್ಯಾ ಇದ್ರಾಕ್ ಅಮ್ಕಾ ಮಾರುಕ್ ಲಾವ್ನ್ ಬಂದಿಖಾನ್ಯಾತ್ ಘಾಲುಕ್ ಲಾವ್ಲ್ಯಾನ್, ತುಮಿ ರೊಮ್ ಶಾರಾತ್ಲಿ ಲೊಕಾ ಅಮ್ಕಾಬಿ ಹಕ್ಕ್ ಹಾಯ್, ಅತ್ತಾ ತೊ ಅಮ್ಕಾ ಕೊನ್ ಗೊತ್ತ್ ನಸ್ತಾನಾ ಘುಟ್ಟಾನಿ ಸುಟ್ಕಾ ಕರುಲ್ಲಾ ಕಾಯ್? ಅಮಿ ಜಾಯ್ನಾಂವ್, ಮುಖಂಡುಚ್ ಯೆವ್ನ್ ಅಮ್ಕಾ ಹಿತ್ನಾ ಭಾಯ್ರ್ ಬಲ್ವುನ್ ಘೆವ್ನ್ ಜಾವ್ಚೊ,” ಮಟ್ಲ್ಯಾನ್.