Acts 16:38 — Compare Translations
7 translations compared side by side
Odia - 1840
"ସମାନେେ ପାଉଲ ଓ ଶୀଲାଙ୍କୁ ରୋମୀୟ ଜାଣି ଡ଼ରିଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ପଦାତିକମାନେ ବିଚାରକର୍ତ୍ତାମାନଙ୍କୁ ଏହିସମସ୍ତ କଥା ଜଣାଇଲେ, ପୁଣି ସେମାନେ ଯେ ରୋମୀୟ ଲୋକ, ଏହା ଶୁଣି ସେମାନେ ଭୟ କଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ସିପାହୀମାନେ ରୋମୀୟ କର୍ତ୍ତୃପକ୍ଷମାନଙ୍କୁ ଏହି କଥା ଜଣାଇଲେ। ପାଉଲ ଓ ଶୀଲା ରୋମୀୟ ନାଗରିକ ବୋଲି ଶୁଣି ସେମାନେ ଭୟଭୀତ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ପାଉଲ ଓ ଶୀଲାଙ୍କୁ ରୋମୀୟ ଜାଣି ଡରିଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ପଦାତିକମାନେ ବିଚାରକର୍ତ୍ତାମାନଙ୍କୁ ଏହି ସମସ୍ତ କଥା ଜଣାଇଲେ, ପୁଣି, ସେମାନେ ଯେ ରୋମୀୟ ଲୋକ, ଏହା ଶୁଣି ଲୋକମାନେ ଭୟ କଲେ,
Odia IRV 2017 (ଓଡିଆ ବାଇବେଲ)
ସେଥିରେ ପଦାତିକମାନେ ବିଚାରକର୍ତ୍ତାମାନଙ୍କୁ ଏହି ସମସ୍ତ କଥା ଜଣାଇଲେ, ପୁଣି, ସେମାନେ ଯେ ରୋମୀୟ ଲୋକ,ଏହା ଶୁଣି ଲୋକମାନେ ଭୟ କଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ಸೈನಿಕಾನಿ ಮುಖಂಡಾಂಚ್ಯಾಕ್ಡೆ ಜಾವ್ನ್ ಪಾವ್ಲುನ್ ಸಾಂಗಲೆ ಸಗ್ಳೆ ಸಾಂಗ್ಲ್ಯಾನಿ, ಪಾವ್ಲು ಅನಿ ಸಿಲಾಸ್ ರೊಮಾತ್ಲಿ ಲೊಕಾ ಮನ್ತಲೆ ಆಯ್ಕಲ್ಲ್ಯಾ ತನ್ನಾಚ್ ಮುಖಂಡಾ ಭಿಂಯಾಲಿ.