Acts 16:4 — Compare Translations

7 translations compared side by side

Odia - 1840
"ସମାନେେ ନଗରରୁ ନଗର ଭ୍ରମଣ କଲା ବେଳେ ୟିରୂଶାଲମ ରେ ଥିବା ପ୍ ରରେିତ ଓ ପ୍ରାଚ଼ୀନମାନଙ୍କର ଉପଦେଶ ଓ ନିଷ୍ପତ୍ତିଗୁଡ଼ିକ ବିଷୟ ରେ ବିଶ୍ବାସୀମାନଙ୍କୁ କହୁଥିଲେ ଓ ସହେି ଉପଦେଶଗୁଡ଼ିକୁ ପାଳନ କରିବାକୁ ସମାନଙ୍କେୁ ପ୍ରବର୍ତ୍ତାଉଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେମାନେ ନଗରସମୂହ ଦେଇ ଯାଉ ଯାଉ ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ଵାରା ନିରୂପିତ ଆଜ୍ଞାସବୁ ପାଳନ କରିବା ନିମନ୍ତେ ସେମାନଙ୍କ ନିକଟରେ ସମର୍ପଣ କରୁଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ବିଭିନ୍ନ ସହର ମଧ୍ୟଦେଇ ଯିବା ସମୟରେ ସେମାନେ ବିଶ୍ୱାସୀମାନଙ୍କୁ ଯିରୂଶାଲମସ୍ଥ ପ୍ରେରିତ ଶିଷ୍ୟ ଓ ବୟୋଜ୍ୟେଷ୍ଠ ନେତାମାନଙ୍କ ଦ୍ୱାରା ପ୍ରଣୀତ ନୀତି ନିୟମ ସବୁ ବୁଝାଇ, ସେସବୁ ପାଳନ କରିବା ପାଇଁ କହୁଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ନଗରରୁ ନଗର ଭ୍ରମଣ କଲାବେଳେ ଯିରୁଶାଲମରେ ଥିବା ପ୍ରେରିତ ଓ ପ୍ରାଚୀନମାନଙ୍କର ଉପଦେଶ ଓ ନିଷ୍ପତ୍ତିଗୁଡ଼ିକ ବିଷୟରେ ବିଶ୍ୱାସୀମାନଙ୍କୁ କହୁଥିଲେ ଓ ସେହି ଉପଦେଶଗୁଡ଼ିକୁ ପାଳନ କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଉ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେମାନେ ନଗରସମୂହ ଦେଇ ଯାଉ ଯାଉ ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ୱାରା ନିରୂପିତ ଆଜ୍ଞାସବୁ ପାଳନ କରିବା ନିମନ୍ତେ ସେମାନଙ୍କ ନିକଟରେ ସମର୍ପଣ କରୁଥିଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେମାନେ ନଗରସମୁହ ଦେଇ ଯାଉ ଯାଉ ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ୱାରା ନିରୂପିତ ଆଜ୍ଞାସବୁ ପାଳନ କରିବା ନିମନ୍ତେ ସେମାନଙ୍କ ନିକଟରେ ସମର୍ପଣ କରୁଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಚ್ಯಾ ಮಾನಾ ಪಾವ್ಲು ಅನಿ ತೆಚಿ ವಾಂಗ್ಡಿಯಾ ದುಸ್ರ್ಯಾ ಶಾರಾಂತ್ನಾ ಜಾವ್ಕ್ ಲಾಗಲ್ಲೆ ಜೆರುಜಲೆಮಾತ್ಲ್ಯಾ ವಿಸ್ವಾಸಿ ಲೊಕಾಕ್ನಿ ಅಪೊಸ್ತಲಾಂಚಿ ಅನಿ ಜಾಂನ್ತ್ಯಾಂಚಿ ನೆಮಾ ಅನಿ ತಿರ್ಮಾನಾ ಸಾಂಗುನ್ ತೆಂಕಾ ಮಾನುನ್ ಘೆವ್ನ್ ರಾವ್ಚೆ ಮನುನ್ ಸಾಂಗ್ಲ್ಯಾನಿ.