Acts 17:20 — Compare Translations
7 translations compared side by side
Odia - 1840
"ତୁମ୍ଭେ ଆମ୍ଭ ନିକଟରେ କେତକେ ଅଦ୍ଦ୍ଭୂତ ବିଚ଼ାରମାନ ଉପସ୍ଥାପିତ କରୁଛ ଓ ଆମ୍ଭମାନେେ ସଗେୁଡ଼ିକ କ'ଣ ତାହା ଜାଣିବାକୁ ଚ଼ାହୁଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଆପଣ କେତେକ ଅଦ୍ଭୁତ ବିଷୟ ଆମ୍ଭମାନଙ୍କ କର୍ଣ୍ଣଗୋଚର କରୁଅଛନ୍ତି; ଅତଏବ, ଏହିସମସ୍ତ କଥାର ଅର୍ଥ କʼଣ, ଆମ୍ଭେମାନେ ତାହା ଜାଣିବାକୁ ଇଚ୍ଛା କରୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆପଣ କହୁଥିବା କେତେକ କଥା ଆମକୁ ଅଦ୍ଭୁତ ଲାଗୁଛି। ଆମେ ତା’ର ଅର୍ଥ ଜାଣିବାକୁ ଚାହୁଁ।”
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ ଆମ୍ଭ ନିକଟରେ କେତେକ ଅଦ୍ଭୂତ ବିଗ୍ଭରମାନ ଉପସ୍ଥାପିତ କରୁଛ ଓ ଆମ୍ଭେମାନେ ସେଗୁଡ଼ିକ କ’ଣ ତାହା ଜାଣିବାକୁ ଗ୍ଭହୁଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଆପଣ କେତେକ ଅଦ୍ଭୁତ ବିଷୟ ଆମ୍ଭମାନଙ୍କ କର୍ଣ୍ଣଗୋଚର କରୁଅଛନ୍ତି; ଅତଏବ ଏହି ସମସ୍ତ କଥାର ଅର୍ଥ କଅଣ, ଆମ୍ଭେମାନେ ତାହା ଜାଣିବାକୁ ଇଚ୍ଛା କରୁ।
Odia IRV 2017 (ଓଡିଆ ବାଇବେଲ)
କାରଣ ଆପଣ କେତେକ ଅଦ୍ଭୁତ ବିଷୟ ଆମ୍ଭମାନଙ୍କ କର୍ଣ୍ଣଗୋଚର କରୁଅଛନ୍ତି; ଅତଏବ ଏହି ସମସ୍ତ କଥାର ଅର୍ଥ କ'ଣ, ଆମ୍ଭେମାନେ ତାହା ଜାଣିବାକୁ ଇଚ୍ଛା କରୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮ್ಕಾ ತಿಯಾ ಸಾಂಗುಲಾಗಲಿ ಹಿ ಸಂಗ್ತಿಯಾ ನ್ಹವಿ ಹೊವ್ನ್ ಹಾತ್ ಹೆಚ್ಯಾ ಅದ್ದಿ ಕನ್ನಾಬಿ ಅಮಿ ಹಿ ಸಂಗ್ತಿಯಾ ಆಯ್ಕುಕುಚ್ ನಾತ್ ಹ್ಯಾ ಶಿಕಾಪಾಕ್ನಿ ಅರ್ತ್ ಕಾಯ್ ಮನ್ತಲೆ ತುಮಿ ಕಳುನ್ ಘೆವ್ಚೆ ಮನುನ್ ಆನ್ ಕರ್ತಾಂವ್” ಮನುನ್ ಸಾಂಗ್ಲ್ಯಾನಿ.