Acts 18:26 — Compare Translations

7 translations compared side by side

Odia - 1840
"ସେ ନିର୍ଭୟ ରେ ସମାଜଗୃହ ରେ କହିବା ଆରମ୍ଭ କଲେ। ପ୍ରୀସ୍କିଲ୍ଲା ଓ ଆକ୍ବିଲା ତାହାଙ୍କ କଥା ଶୁଣି ତାହାଙ୍କୁ ନିଜ ପାଖକୁ ନଇେ ଆସିଲେ। ସମାନେେ ପରମେଶ୍ବରଙ୍କ ପଥ ବିଷୟ ରେ ଆହୁରି ପରିଷ୍କାର ଭାବରେ ତାହାଙ୍କୁ ବୁଝାଇ ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ସମାଜଗୃହରେ ସାହସ ସହିତ କଥା କହିବାକୁ ଲାଗିଲେ । କିନ୍ତୁ ପ୍ରୀସ୍କିଲ୍ଲା ଓ ଆକ୍ଵିଲା ତାଙ୍କ କଥା ଶୁଣି ତାଙ୍କୁ ଆପଣାମାନଙ୍କ ସାଙ୍ଗରେ ରଖି ଅଧିକ ସୂକ୍ଷ୍ମ ରୂପେ ଈଶ୍ଵରଙ୍କ ମାର୍ଗ ବିଷୟ ତାଙ୍କୁ ବୁଝାଇଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସମାଜ ଗୃହରେ ସେ ନିର୍ଭୀକଭାବେ ଶିକ୍ଷା ଦେବାକୁ ଲାଗିଲେ। ତାଙ୍କର ଶିକ୍ଷା ଶୁଣି ପ୍ରିସ୍କିଲା ଓ ଆକ୍ୱିଲା ତାଙ୍କୁ ନିଜ ଘରକୁ ନେଲେ ଓ ସେଠାରେ ତାଙ୍କୁ ଈଶ୍ୱରଙ୍କ ମାର୍ଗ ସମ୍ବନ୍ଧରେ ସଠିକ୍ ଭାବରେ ବୁଝାଇଦେଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେ ନିର୍ଭୟରେ ସମାଜଗୃହରେ କହିବା ଆରମ୍ଭ କଲେ। ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ନିଜ ପାଖକୁ ନେଇ ଆସିଲେ। ସେମାନେ ପରମେଶ୍ୱରଙ୍କ ପଥ ବିଷୟରେ ଆହୁରି ପରିଷ୍କାର ଭାବରେ ତାହାଙ୍କୁ ବୁଝାଇ ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ସମାଜଗୃହରେ ସାହସ ସହିତ କଥା କହିବାକୁ ଲାଗିଲେ। କିନ୍ତୁ ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ଆପଣାମାନଙ୍କ ସାଙ୍ଗରେ ରଖି ଅଧିକ ସୂକ୍ଷ୍ମ ରୂପେ ଈଶ୍ବରଙ୍କ ମାର୍ଗ ବିଷୟ ତାହାଙ୍କୁ ବୁଝାଇଦେଲେ।
Odia IRV 2017 (ଓଡିଆ ବାଇବେଲ)
ସେ ସମାଜଗୃହରେ ସାହସ ସହିତ କଥା କହିବାକୁ ଲାଗିଲେ । କିନ୍ତୁ ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ଆପଣାମାନଙ୍କ ସାଙ୍ଗରେ ରଖି ଅଧିକ ସୂକ୍ଷ୍ମ ରୂପେ ଈଶ୍ୱରଙ୍କ ମାର୍ଗ ବିଷୟ ତାହାଙ୍କୁ ବୁଝାଇଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಸಿನಾಗೊತ್ ತೊ ಧರ್ಯ್ಯಾನ್ ಬೊಲುಕ್ ಚಾಲು ಕರ್‍ಲ್ಯಾನ್, ಅಕ್ವಿಲ್ಲಾನ್ ಅನಿ ಪ್ರಿಸ್ಕಿಲ್ಲಾನ್ ಆಯ್ಕುನ್ ತೆಕಾ ಅಪ್ಲ್ಯಾ ಘರಾಕ್ ಬಲ್ವುನ್ ನ್ಹೆವ್ನ್ ತೆಕಾ ದೆವಾಚ್ಯಾ ವಿಶಯಾತ್ ಸಮಾ ಶಿಕಾಪ್ ಕರ್‍ಲ್ಯಾನಿ.