Acts 18:7 — Compare Translations
7 translations compared side by side
Odia - 1840
"ପାଉଲ ସମାଜଗୃହ ଛାଡ଼ି ସତ୍ଯ ପରମେଶ୍ବରଙ୍କର ଜଣେ ଉପାସକ ତିତସ ୟୂସ୍ତଙ୍କ ଘରକୁ ଗଲେ। ତାହାଙ୍କ ଘର ସମାଜଗୃହ ପାଖ ରେ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ସେ ସେସ୍ଥାନରୁ ପ୍ରସ୍ଥାନ କରି ତିତସ୍ ଯୂସ୍ତ ନାମକ ଜଣେ ଈଶ୍ଵରଭକ୍ତଙ୍କ ଗୃହକୁ ଗଲେ, ତାହା ସମାଜଗୃହକୁ ଲାଗିଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ ସେ ସେମାନଙ୍କୁ ଛାଡ଼ି ଈଶ୍ୱରଙ୍କ ଉପାସନା କରୁଥିବା ତିତସ୍ ଯୁସ୍ତ ନାମକ ଜଣେ ଅଣଇହୁଦୀଙ୍କ ଘରେ ରହିବାକୁ ଗଲେ। ଯୁସ୍ତଙ୍କ ଘର ସମାଜ ଗୃହ ପାଖରେ ଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ପାଉଲ ସମାଜଗୃହ ଛାଡ଼ି ସତ୍ୟ ପରମେଶ୍ୱରଙ୍କର ଜଣେ ଉପାସକ ତୀତସ ଯୁସ୍ତଙ୍କ ଘରକୁ ଗଲେ। ତାହାଙ୍କ ଘର ସମାଜଗୃହ ପାଖରେ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ସେ ସେ ସ୍ଥାନରୁ ପ୍ରସ୍ଥାନ କରି ତିତସ୍ ଯୂସ୍ତ ନାମକ ଜଣେ ଈଶ୍ବରଭକ୍ତଙ୍କ ଗୃହକୁ ଗଲେ, ତାହା ସମାଜଗୃହକୁ ଲାଗିଥିଲା।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ସେ ସେ ସ୍ଥାନରୁ ପ୍ରସ୍ଥାନ କରି ତୀତସ୍ ଯୂସ୍ତ ନାମକ ଜଣେ ଈଶ୍ୱରଭକ୍ତଙ୍କ ଗୃହକୁ ଗଲେ, ତାହା ସମାଜଗୃହକୁ ଲାଗିଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಪಾವ್ಲು ಸಿನಾಗೊ ಸೊಡುನ್ ತಿತಯುಸ್ತ್ ಮನ್ತಲ್ಯಾಚ್ಯಾ ಘರಾಕ್ ಗೆಲೊ, ತೊ ಮಾನುಸ್ ದೆವಾಕ್ ಆರಾಧನ್ ಕರಿತ್ ಹೊತ್ತೊ, ತೆಚೆ ಘರ್ ಸಿನಾಗೊಚ್ಯಾ ಬಾಜುಕುಚ್ ಹೊತ್ತೆ.