Acts 19:14 — Compare Translations
7 translations compared side by side
Odia - 1840
"ସ୍କବୋଙ୍କର ସାତ ଜଣ ପୁତ୍ର ଏହିପରି କରୁଥିଲେ। ସ୍କବୋ ଜଣେ ଯିହୂଦୀୟ ମୁଖ୍ଯ ଯାଜକ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସ୍କେବା ନାମକ ଜଣେ ଯିହୁଦୀୟ ପ୍ରଧାନ ଯାଜକଙ୍କର ସାତ ପୁତ୍ର ଏହିପରି କରୁଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସ୍କେବା ନାମକ ଜଣେ ଇହୁଦୀ ପ୍ରଧାନ ଯାଜକଙ୍କର ସାତ ପୁଅ ଏହିପରି କରିବାକୁ ଚେଷ୍ଟା କଲେ।
Odia Bible ERV 2004 (ପବିତ୍ର ବାଇବଲ)
ସ୍କେବାଙ୍କର ସାତ ଜଣ ପୁତ୍ର ଏହିପରି କରୁଥିଲେ। ସ୍କେବା ଜଣେ ଯିହୂଦୀୟ ମୁଖ୍ୟ ଯାଜକ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସ୍କେବା ନାମକ ଜଣେ ଯିହୁଦୀ ପ୍ରଧାନ ଯାଜକଙ୍କର ସାତ ପୁତ୍ର ଏହିପରି କରୁଥିଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସ୍କେବା ନାମକ ଜଣେ ଯିହୂଦୀୟ ପ୍ରଧାନ ଯାଜକଙ୍କର ସାତ ପୁତ୍ର ଏହିପରି କରୁଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸ್ಕೆವ್ ಮನ್ತಲ್ಯಾ ಜುದೆವಾಂಚ್ಯಾ ಮೊಟ್ಯಾ ಯಾಜಕಾಚಿ ಪೊರಾ ಸಾತ್ ಲೊಕಾ ಭಾವ್ ಭಾವಾಬಿ ಹೆಚ್ ಕಾಮ್ ಕರಿತ್.