Acts 19:25 — Compare Translations

7 translations compared side by side

Odia - 1840
"ସେ ସମାନଙ୍କେୁ ଓ ଏହି କାମ କରୁଥିବା ଅନ୍ୟ କର୍ମୀମାନଙ୍କୁ ଏକାଠି କରି କହିଲା, ହେ ଲୋକମାନେ, ତୁମ୍ଭମାନେେ ଜାଣିଛ ଯେ, ଆମ୍ଭେ ଏ କାମରୁ ବହୁତ ଲାଭ କରୁଛୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ସେମାନଙ୍କୁ ଓ ସେହି ବ୍ୟବସାୟର କାରିଗରମାନଙ୍କୁ ଡାକି କହିଲା, ମହାଶୟମାନେ, ଏହି ବ୍ୟବସାୟ ଦ୍ଵାରା ଆମ୍ଭେମାନେ ଧନ ପ୍ରାପ୍ତ ହେଉ ବୋଲି ଆପଣମାନେ ଜାଣନ୍ତି;
Odia BSI (ପବିତ୍ର ବାଇବଲ (CL) NT (BSI))
ସେଥିପାଇଁ ସେ ସମପନ୍ଥୀ ବ୍ୟବସାୟୀମାନଙ୍କୁ ଏକତ୍ର କରି କହିଲା, “ଭାଇମାନେ, ଏହି ବ୍ୟବସାୟ ଆମକୁ ସମୃଦ୍ଧିଶାଳୀ କରିଛଇ ବୋଲି ସମସ୍ତେ ଜାଣ।
Odia Bible ERV 2004 (ପବିତ୍ର ବାଇବଲ)
ସେ ସେମାନଙ୍କୁ ଓ ଏହି କାମ କରୁଥିବା ଅନ୍ୟ କର୍ମୀମାନଙ୍କୁ ଏକାଠି କରି କହିଲା, “ହେ ଲୋକମାନେ, ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ଏ କାମରୁ ବହୁତ ଲାଭ କରୁଛୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ସେମାନଙ୍କୁ ଓ ସେହି ବ୍ୟବସାୟର କାରିଗରମାନଙ୍କୁ ଡାକି କହିଲା, ମହାଶୟମାନେ, ଏହି ବ୍ୟବସାୟ ଦ୍ୱାରା ଆମ୍ଭେମାନେ ଧନ ପ୍ରାପ୍ତ ହେଉ ବୋଲି ଆପଣମାନେ ଜାଣନ୍ତି;
Odia IRV 2017 (ଓଡିଆ ବାଇବେଲ)
ସେ ସେମାନଙ୍କୁ ଓ ସେହି ବ୍ୟବସାୟର କାରିଗରମାନଙ୍କୁ ଡାକି କହିଲା, ମହାଶୟମାନେ, ଏହି ବ୍ୟବସାୟ ଦ୍ୱାରା ଆମ୍ଭେମାନେ ଧନ ପ୍ରାପ୍ତ ହେଉ ବୋଲି ଆପଣମାନେ ଜାଣନ୍ତି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಾಮಾ ಕರ್ತಲ್ಯಾಕ್ನಿ, ಅನಿ ತ್ಯಾತುರ್ ಉಮ್ಮೆದ್ ಹೊತ್ತ್ಯಾಕ್ನಿ ಬಲ್ವುನ್ ಮಾನ್ಸಾನು, ಹ್ಯಾ ಕಾಮಾನಿ ಅಮ್ಕಾ ಫಾಯ್ದೊ ಹೊವ್ಲಾ ಮನ್ತಲೆ ತುಮ್ಕಾ ಗೊತ್ತ್ ಹಾಯ್ ಮಟ್ಲ್ಯಾನ್.