Acts 19:27 — Compare Translations
7 translations compared side by side
Odia - 1840
"ଏହା ଦ୍ବାରା କବଳେ ଆମ୍ଭ କାର୍ୟ୍ଯର କ୍ଷତି ଘଟିବ ନାହିଁ ମାତ୍ର ମହାଦବେୀ ଆର୍ତ୍ତମେୀର ମନ୍ଦିରର ମଧ୍ଯ କୌଣସି ଗୁରୁତ୍ବ ରହିବ ନାହିଁ। ସମଗ୍ର ଏସିଆ ଓ ପୃଥିବୀର ଲୋକମାନେ ଯେଉଁ ଦବେୀକୁ ପୂଜା କରନ୍ତି, ତାହାର ମହିମା ମଧ୍ଯ ନଷ୍ଟ ହାଇଯେିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ଯେ କେବଳ ଆମ୍ଭମାନଙ୍କ ଏହି ବ୍ୟବସାୟର ଦୁର୍ନାମ ହେବାର ଆଶଙ୍କା ଅଛି, ତାହା ନୁହେଁ, କିନ୍ତୁ ଯେଉଁ ମହାଦେବୀ ଆର୍ତ୍ତେମୀଙ୍କୁ ସମସ୍ତ ଆସିଆ ଓ ଜଗତଯାକ ପୂଜା କରନ୍ତି, ତାଙ୍କ ମନ୍ଦିର ମଧ୍ୟ ନଗଣ୍ୟ ହୋଇପଡ଼ିବାର ଓ ତାଙ୍କ ମହିମାର ଗ୍ଳାନି ସୁଦ୍ଧା ଘଟିବାର ଆଶଙ୍କା ଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଫଳରେ ଆମ ବ୍ୟବସାୟର ଦୁର୍ନାମ ହେବାର ଆଶଙ୍କା ଅଛି। କେବଳ ସେତିକି ନୁହେଁ, ଯେଉଁ ଦେବୀ ଏସିଆରେ ଓ ସମଗ୍ର ପୃଥିବୀରେ ସମସ୍ତଙ୍କ ଦ୍ୱାରା ପୂଜା ପାଆନ୍ତି, ସେହି ବିଖ୍ୟାତ ଆର୍ତ୍ତେମୀ ଦେବୀଙ୍କ ମନ୍ଦିରର ଗୁରୁତ୍ୱ ଆଉ ରହିବ ନାହିଁ ଏବଂ ଆର୍ତ୍ତେମୀ ଦେବୀଙ୍କ ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବ।”
Odia Bible ERV 2004 (ପବିତ୍ର ବାଇବଲ)
ଏହା ଦ୍ୱାରା କେବଳ ଆମ୍ଭ କାର୍ଯ୍ୟର କ୍ଷତି ଘଟିବ ନାହିଁ ମାତ୍ର ମହାଦେବୀ ଆର୍ତ୍ତେମୀର ମନ୍ଦିରର ମଧ୍ୟ କୌଣସି ଗୁରୁତ୍ୱ ରହିବ ନାହିଁ। ସମଗ୍ର ଏସିଆ ଓ ପୃଥିବୀର ଲୋକମାନେ ଯେଉଁ ଦେବୀକୁ ପୂଜା କରନ୍ତି, ତାହାର ମହିମା ମଧ୍ୟ ନଷ୍ଟ ହୋଇଯିବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ଯେ କେବଳ ଆମ୍ଭମାନଙ୍କ ଏହି ବ୍ୟବସାୟର ଦୁର୍ନାମ ହେବାର ଆଶଙ୍କା ଅଛି, ତାହା ନୁହେଁ, କିନ୍ତୁ ଯେଉଁ ମହାନ ଦେବୀ ଆର୍ତ୍ତେମୀଙ୍କୁ ସମସ୍ତ ଏସିଆ ଓ ଜଗତଯାକ ଉପାସନା କରନ୍ତି, ତାହା ମନ୍ଦିର ମଧ୍ୟ ନଗଣ୍ୟ ହୋଇପଡ଼ିବାର ଓ ତାହାଙ୍କ ମହିମାର ଗ୍ଲାନି ସୁଦ୍ଧା ଘଟିବାର ଆଶଙ୍କା ଅଛି।
Odia IRV 2017 (ଓଡିଆ ବାଇବେଲ)
ଏଥିରେ ଯେ କେବଳ ଆମ୍ଭମାନଙ୍କ ଏହି ବ୍ୟବସାୟର ଦୁର୍ନାମ ହେବାର ଆଶଙ୍କା ଅଛି, ତାହା ନୁହେଁ, କିନ୍ତୁ ଯେଉଁ ମହାଦେବୀ ଆର୍ତ୍ତେମୀଙ୍କୁ ସମସ୍ତ ଆସିଆ ଓ ଜଗତଯାକ ଉପାସନା କରନ୍ତି, ତାହା ମନ୍ଦିର ମଧ୍ୟ ନଗଣ୍ୟ ହୋଇପଡ଼ିବାର ଓ ତାହାଙ୍କ ମହିମାର ଗ୍ଲାନି ସୁଦ୍ଧା ଘଟିବାର ଆଶଙ୍କା ଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ರಾತಾನಾ ಅಮ್ಚ್ಯಾ ಹ್ಯಾ ವ್ಯಾಪಾರಾಚೆ ನಾವ್ ಬುರ್ಶೆ ಹೊವ್ನ್ ಜಾವ್ಕ್ ಲಾಗ್ಲಾ, ತವ್ಡೆಚ್ ನ್ಹಯ್ ಅಮ್ಚ್ಯಾ ಅರ್ತಮೆ ದೆವತೆಚಿ ಗುಡಿಬಿ ತರಾಸಾತ್ ಹಾಯ್, ತಿಚೆ ಮೊಟೆಪಾನಬಿ ನಾಸ್ ಹೊವ್ನ್ ಜಾತಾ, ಆಸ್ಯಾ ಶಾರಾತ್ಲಿ ಸಗ್ಳಿ ಲೊಕಾ ಪುಜ್ಯಾ ಕರ್ತಲೆ ಹಿಚೆ ನಾವ್ ನಾಸ್ ಹೊವ್ನ್ ಜಾತಾ.