Acts 19:30 — Compare Translations

7 translations compared side by side

Odia - 1840
"ପାଉଲ ଭିତରକୁ ୟିବାପାଇଁ ଇଚ୍ଛା କଲେ କନ୍ତୁ ଶିଷ୍ଯମାନେ ତାହାଙ୍କୁ ୟିବାକୁ ଦେଲେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ପାଉଲ ଲୋକମାନଙ୍କ ଭିତରକୁ ଯିବାକୁ ଇଚ୍ଛା କଲେ, କିନ୍ତୁ ଶିଷ୍ୟମାନେ ତାଙ୍କୁ ଯିବାକୁ ଦେଲେ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପାଉଲ ନିଜେ ଜନତାର ସମ୍ମୁଖୀନ ହେବାକୁ ଇଚ୍ଛା କଲେ, କିନ୍ତୁ ବିଶ୍ୱାସୀମାନେ ତାଙ୍କୁ ଏହା କରିବାକୁ ଦେଲେ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ପାଉଲ ଭିତରକୁ ଯିବା ପାଇଁ ଇଚ୍ଛା କଲେ କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ପାଉଲ ଲୋକମାନଙ୍କ ଭିତରକୁ ଯିବାକୁ ଇଚ୍ଛା କଲେ, କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଏଥିରେ ପାଉଲ ଲୋକମାନଙ୍କ ଭିତରକୁ ଯିବାକୁ ଇଚ୍ଛା କଲେ, କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪಾವ್ಲುನ್ ಲೊಕಾಂಚ್ಯಾ ತಾಂಡ್ಯಾಚ್ಯಾ ಇದ್ರಾಕ್ ಜಾವ್ಚೆ ಮನುನ್ ಚಿಂತ್ಲ್ಯಾನ್, ಖರೆ ವಿಶ್ವಾಸಿ ಲೊಕಾನಿ ತೆಕಾ ಜಾವ್ಕ್ ಸೊಡುಕ್ನಾತ್.