Acts 19:35 — Compare Translations
7 translations compared side by side
Odia - 1840
"ଏହା ଶୁଣି ନଗରର ବବେର୍ତ୍ତା ଜନଗହଳିକୁ ଶାନ୍ତ କରଇେ କହିଲେ, ହେ ଏଫିସୀୟ ବାସିନ୍ଦାମାନେ, ସାରା ପୃଥିବୀର କିଏ ନଜାଣେ ଯେ, ଏଫିସ ନଗର, ଆର୍ତ୍ତମେୀ ମହାଦବେୀ ଓ ସ୍ବର୍ଗରୁ ପଡ଼ିଥିବା ପବିତ୍ର ଶିଳାର ମନ୍ଦିରର ରକ୍ଷକ ଅଟେ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ନଗର-ବେବର୍ତ୍ତା ଲୋକସମୂହକୁ ଶା; କରାଇ କହିଲେ, ହେ ଏଫିସୀୟ ଲୋକମାନେ, ଏଫିସ ନଗରୀ ଯେ ମହାଦେବୀ ଆର୍ତ୍ତେମୀ ଓ ଆକାଶରୁ ପତିତ ପ୍ରତିମାର ମନ୍ଦିର ପରିଚାରିକା, ଏହା କିଏ ନ ଜାଣେ?
Odia BSI (ପବିତ୍ର ବାଇବଲ (CL) NT (BSI))
ଶେଷରେ ନଗରପାଳ ଲୋକମାନଙ୍କୁ ଶାନ୍ତ କରାଇବା ପାଇଁ କହିଲେ, “ଏଫିସୀୟ ନାଗରିକ ଭାଇମାନେ ପ୍ରତ୍ୟେକ ଜାଣନ୍ତି ଯେ, ଏଫିସସ୍ ନଗରୀରେ ମହାଦେବୀ ଆର୍ତ୍ତେମୀଙ୍କ ମନ୍ଦିର ଓ ଆକାଶରୁ ଖସି ଆସିଥିବା ପବିତ୍ର ପ୍ରତିମାର ସୁରକ୍ଷା ହୋଇ ଆସୁଛି।
Odia Bible ERV 2004 (ପବିତ୍ର ବାଇବଲ)
ଏହା ଶୁଣି ନଗରର ବେବର୍ତ୍ତା ଜନଗହଳିକୁ ଶାନ୍ତ କରେଇ କହିଲେ, “ହେ ଏଫିସୀୟ ବାସିନ୍ଦାମାନେ, ସାରା ପୃଥିବୀର କିଏ ନ ଜାଣେ ଯେ, ଏଫିସ ନଗର, ଆର୍ତ୍ତେମୀ ମହାଦେବୀ ଓ ସ୍ୱର୍ଗରୁ ପଡ଼ିଥିବା ପବିତ୍ର ଶିଳାର ମନ୍ଦିରର ରକ୍ଷକ ଅଟେ?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ନଗର-ବେବର୍ତ୍ତା ଲୋକସମୂହକୁ ଶାନ୍ତ କରାଇ କହିଲେ, ହେ ଏଫିସୀୟ ଲୋକମାନେ, ଏଫିସ ନଗରୀ ଯେ ମହାଦେବୀ ଆର୍ତ୍ତେମୀ ଓ ଆକାଶରୁ ପତିତ ପ୍ରତିମାର ମନ୍ଦିର ପରିଚାରିକା, ଏହା କିଏ ନ ଜାଣେ?
Odia IRV 2017 (ଓଡିଆ ବାଇବେଲ)
ପରେ ନଗରବେବର୍ତ୍ତା ଲୋକସମୂହକୁ ଶାନ୍ତ କରାଇ କହିଲେ, ହେ ଏଫିସୀୟ ଲୋକମାନେ, ଏଫିସ ନଗରୀ ଯେ ମହାଦେବୀ ଆର୍ତ୍ତେମୀ ଓ ଆକାଶରୁ ପତିତ ପ୍ରତିମାର ମନ୍ଦିର ପରିଚାରିକା, ଏହା କିଏ ନ ଜାଣେ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತ್ಯಾ ಶಾರಾತ್ಲ್ಯಾ ಯಜಮಾನಾನ್ ಸಗ್ಳ್ಯಾ ತಾಂಡ್ಯಾಚ್ಯಾ ಲೊಕಾಕ್ನಿ ಶಾಂತ್ ಕರುನ್, ತೆಂಕಾ ಎಪೆಸಾತ್ಲ್ಯಾ ಲೊಕಾನು ಮಳ್ಬಾಕ್ನಾ ಪಡಲಿ ಮೊಟ್ಯಾ ಅರ್ತೆಮೆ ದೆವತೆಚಿ ಗುಡಿ ಅನಿ ತಿಜಿ ಮುರ್ತಿ ರಾಕುನ್ ಘೆವ್ನ್ ಯೆಲ್ಲೆ ಎಪೆಸಾತ್ಲ್ಯಾ ಲೊಕಾನಿಚ್ ಮನ್ತಲೆ ಸಗ್ಳ್ಯಾ ಜಗಾಕುಚ್ ಗೊತ್ತ್ ಹಾಯ್ ನ್ಹಯ್.