Acts 2:6 — Compare Translations
7 translations compared side by side
Odia - 1840
"ଏହି ଶବ୍ଦ ଶୁଣିବା ମାତ୍ ରେ ସମାନଙ୍କେ ଭିତରୁ ବହୁତ ଲୋକ ଆସି ଜମା ହାଇଗେଲେ। ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ, କାରଣ ସମାନେେ ନିଜେ ଯେଉଁ ଭାଷା ରେ କଥା ହେଉଥିଲେ, ପ୍ ରରେିତମାନେ ସହେି ସହେି ଭାଷା ରେ କଥା ହେଉଥିବାର ଶୁଣିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେହି ଶଦ୍ଦ ହୁଅନ୍ତେ, ବହୁ ଜନତା ଏକତ୍ର ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ହତବୁଦ୍ଧି ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସଭାସ୍ଥଳରେ ହେଉଥିବା ଶବ୍ଦ ଶୁଣି, ଅନେକ ଲୋକ ସେଠାରେ ସମବେତ ହେଲେ। ବିଶ୍ୱାସୀମାନେ ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକଙ୍କ ଭାଷାରେ କଥା କହୁଥିବା ଶୁଣି ସେମାନଙ୍କ ମନରେ ଚାଞ୍ଚଲ୍ୟ ସୃଷ୍ଟି ହେଲା।
Odia Bible ERV 2004 (ପବିତ୍ର ବାଇବଲ)
ଏହି ଶବ୍ଦ ଶୁଣିବା ମାତ୍ରେ ସେମାନଙ୍କ ଭିତରୁ ବହୁତ ଲୋକ ଆସି ଜମା ହୋଇଗଲେ। ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେମାନେ ନିଜେ ଯେଉଁ ଭାଷାରେ କଥା ହେଉଥିଲେ, ପ୍ରେରିତମାନେ ସେହି ସେହି ଭାଷାରେ କଥା ହେଉଥିବାର ଶୁଣିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେହି ଶବ୍ଦ ହୁଅନ୍ତେ, ବହୁ ଜନତା ଏକାଠି ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ଅବାକ୍ ହୋଇଗଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ, ସେହି ଶବ୍ଦ ହୁଅନ୍ତେ, ବହୁ ଜନତା ଏକାଠି ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ଅବାକ୍ ହୋଇଗଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ಆವಾಜ್ ಆಯ್ಕುನ್ ಥೈ ದುಸ್ರ್ಯಾ ದುಸ್ರ್ಯಾ ಭಾಶೆಚಿ ಲೊಕಾ ಗೊಳಾ ಹೊಲಿ, ಕಶ್ಯಾಕ್ ಮಟ್ಲ್ಯಾರ್ ತಿ ದೆವಾಚಿ ಲೊಕಾ ಅಪ್ಲ್ಯಾ ಅಪ್ಲ್ಯಾ ಸ್ವತಾಚ್ಯಾ ಭಾಶ್ಯಾನಿ ಬೊಲುಕ್ ಲಾಗಲ್ಲೆ ತೆ ಬಗುನ್ ಥೈ ಗೊಳಾ ಹೊಲ್ಲಿ ಲೊಕಾ ಆಜಾಪ್ ಹೊಲಿ.