Acts 20:11 — Compare Translations

7 translations compared side by side

Odia - 1840
"ତା'ପରେ ପାଉଲ ଉପରକୁ ଯାଇ ରୋଟୀ ଭାଙ୍ଗି ଖାଇଲେ। ସେ ସମାନଙ୍କେ ସହିତ ଅଧିକ ସମୟ ପାହାନ୍ତିଆ ପର୍ୟ୍ଯନ୍ତ କଥାବର୍ତ୍ତା କରି ପ୍ରସ୍ଥାନ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ସେ ଉପରକୁ ଯାଇ ରୋଟୀ ଭାଙ୍ଗି ଭୋଜନ କଲେ, ପୁଣି ପ୍ରଭାତ ହେବା ପର୍ଯ୍ୟନ୍ତ ସେମାନଙ୍କ ସହିତ ବହୁତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ପରେ ସେ ଉପରକୁ ଫେରି ଯାଇ ରୋଟୀ ଭାଙ୍ଗି ଭୋଜନ କଲେ ଓ ସୂର୍ଯ୍ୟୋଦୟ ହେବା ପର୍ଯ୍ୟନ୍ତ ସେମାନଙ୍କ ସହିତ ବହୁତ କଥାବାର୍ତ୍ତା କରି ସେଠାରୁ ପ୍ରସ୍ଥାନ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ପାଉଲ ଉପରକୁ ଯାଇ ରୋଟୀ ଭାଙ୍ଗି ଖାଇଲେ। ସେ ସେମାନଙ୍କ ସହିତ ଅଧିକ ସମୟ ପାହାନ୍ତିଆ ପର୍ଯ୍ୟନ୍ତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ପରେ ଉପରକୁ ଯାଇ ରୁଟି ଭାଙ୍ଗି ଭୋଜନ କଲେ, ପୁଣି, ସେମାନଙ୍କ ସହିତ ପ୍ରଭାତ ହେବା ପର୍ଯ୍ୟନ୍ତ ବହୁତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ।
Odia IRV 2017 (ଓଡିଆ ବାଇବେଲ)
ସେ ପରେ ଉପରକୁ ଯାଇ ରୁଟି ଭାଙ୍ଗି ଭୋଜନ କଲେ, ପୁଣି, ସେମାନଙ୍କ ସହିତ ପ୍ରଭାତ ହେବା ପର୍ଯ୍ୟନ୍ତ ବହୁତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತೆನಿ ಅನಿ ಪರ್ತುನ್ ಮಾಳ್ಗಿಕ್ ಜಾವ್ನ್ ಭಾಕ್ರಿ ಮೊಡುನ್ ಜೆವಾನ್ ಕರ್‍ಲ್ಯಾನಿ, ಅನಿ ತೆಂಚ್ಯಾ ವಾಂಗ್ಡಾ ಉಜ್ವಾಡಿ ಪತರ್ಬಿ ಬೊಲ್ಯಾನ್, ಮಾನಾ ಗೆಲೊ.