Acts 20:12 — Compare Translations
7 translations compared side by side
Odia - 1840
"ସମାନେେ ୟୁବକକୁ ଜୀବିତ ପାଇ ଘରକୁ ନଇଗେଲେ ଓ ବହୁତ ଆଶ୍ବସ୍ତ ହେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେମାନେ ସେହି ବାଳକକୁ ଜୀବିତ ଅବସ୍ଥାରେ ଆଣି ଅତ୍ୟ; ଆଶ୍ଵାସ ପ୍ରାପ୍ତ ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଲୋକମାନେ ଯୁବକଟିକୁ ଜୀବିତ ଦେଖି ତା’ ଘରକୁ ନେଇଗଲେ ଏବଂ ବହୁ ଆଶ୍ୱାସନା ପାଇଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଯୁବକକୁ ଜୀବିତ ପାଇ ଘରକୁ ନେଇଗଲେ ଓ ବହୁତ ଆଶ୍ୱସ୍ତ ହେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେମାନେ ସେହି ଯୁବାକୁ ଜୀବିତ ପାଇ ଅତ୍ୟନ୍ତ ଆଶ୍ୱାସନା ପାଇଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ ସେମାନେ ସେହି ଯୁବାକୁ ଜୀବିତ ପାଇ ଅତ୍ୟନ୍ତ ଆଶ୍ୱାସ ପାଇଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಝಿತ್ತೊ ಹೊತ್ತ್ಯಾ ದಾಂಡ್ಗ್ಯಾ ಝಿಲ್ಗ್ಯಾಕ್ ಘರಾಕ್ ಬಲ್ವುನ್ ಹಾನ್ತಾನಾ ತೆಂಕಾ ಲೈ ಕುಶಿ ಹೊಲಿ.