Acts 20:13 — Compare Translations
7 translations compared side by side
Odia - 1840
"ଆମ୍ଭମାନେେ ସଠାରୁେ ଜାହାଜ ରେ ଆସସ୍ ନଗରକୁ ଯାତ୍ରା କଲୁ। ସଠାରୁେ ପାଉଲଙ୍କୁ ନବୋପାଇଁ ଭାବିଥିଲୁ। ସେ ସ୍ଥଳ ମାର୍ଗ ରେ ଚ଼ାଲି ୟିବାପାଇଁ ଇଚ୍ଛା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ, ଆମ୍ଭେମାନେ ଆଗେ ଜାହାଜରେ ଚଢ଼ି ଆସସ୍କୁ ଯାତ୍ରା କଲୁ, ସେଠାରୁ ଆମ୍ଭେମାନେ ପାଉଲଙ୍କୁ ଘେନିଯିବା ପାଇଁ ମନେ କରିଥିଲୁ, କାରଣ ସେ ନିଜେ ସ୍ଥଳପଥରେ ଯିବା ପାଇଁ ଇଚ୍ଛା କରି ସେପ୍ରକାର ସ୍ଥିର କରିଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆମେ ଆଗରୁ ଜାହାଜରେ ଚଢ଼ି ଆସୋସ୍କୁ ଯାତ୍ରା କଲୁ। ସେଠାରୁ ଆମେ ପାଉଲଙ୍କୁ ଜାହାଜରେ ନେଇ ଯିବାର ସ୍ଥିର ହୋଇଥିଲା, କାରଣ ସେ ସ୍ଥଳପଥରେ ଯାଇ ସେହି ସ୍ଥାନରେ ପହଞ୍ଚିବେ ବୋଲି କହିଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ତ୍ରୋୟାରୁ ମିତୁଲୀନୀକୁ ଯାତ୍ରା ଆମ୍ଭେମାନେ ସେଠାରୁ ଜାହାଜରେ ଆସସ୍ ନଗରକୁ ଯାତ୍ରା କଲୁ। ସେଠାରୁ ପାଉଲଙ୍କୁ ନେବା ପାଇଁ ଭାବିଥିଲୁ। ସେ ସ୍ଥଳ ମାର୍ଗରେ ଗ୍ଭଲି ଯିବା ପାଇଁ ଇଚ୍ଛା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଆମ୍ଭେମାନେ ଆଗେ ଜାହାଜରେ ଚଢ଼ି ଆସସ୍ ସହରକୁ ଯାତ୍ରା କଲୁ, ସେଠାରୁ ପାଉଲଙ୍କୁ ନେଇଯିବା ପାଇଁ ମନେ କରିଥିଲୁ, କାରଣ ସ୍ଥଳ ପଥରେ ଯିବା ପାଇଁ ସେ ନିଜେ ଇଚ୍ଛା କରି ସେପ୍ରକାର ସ୍ଥିର କରିଥିଲେ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଆମ୍ଭେମାନେ ଆଗେ ଜାହାଜରେ ଚଢ଼ି ଆସସ୍କୁ ଯାତ୍ରା କଲୁ, ସେଠାରୁ ପାଉଲକୁ ନେଇଯିବା ପାଇଁ ମନେ କରିଥିଲୁ, କାରଣ ସ୍ଥଳ ପଥରେ ଯିବା ପାଇଁ ସେ ନିଜେ ଇଚ୍ଛା କରି ସେପ୍ରକାର ସ୍ଥିର କରିଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮಿ ಪಿಡೆ ಢೊನಿತ್ನಾ ಜಗ್ಗೊಳ್ ಜಾವ್ನ್ ಅಸ್ಸೊಸ್ಸಿ ಶಾರಾಕ್ ಜಾವ್ಕ್ ಲಾಗಲಾಂವ್, ಅನಿ ಪಾವ್ಲುಕ್ಬಿ ಅಮ್ಚ್ಯಾಕ್ನಾ ನ್ಹೆವ್ಚೆ ಮನುನ್ ಚಿಂತಲಾಂವ್, ತೊ ಪಾಯ್ ವಾಟೆನ್ ಚಲುನ್ ಥೈ ಜಾನಾರ್ ಹೊಲ್ಲೊ, ತೆಚ್ಯಾ ಸಾಟ್ನಿ ತೆನಿ ಅಮ್ಕಾ ತಯಾರಿ ಕರ್ಲ್ಯಾನ್.