Acts 20:14 — Compare Translations
7 translations compared side by side
Odia - 1840
"ପରେ ପାଉଲ ଆମ୍ଭ ସହିତ ଆସ୍ସ ନଗର ରେ ଦଖାଦେେଲେ। ସେ ଆମ୍ଭ ସହିତ ଜାହାଜ ରେ ଚ଼ଢ଼ିଲେ ଓ ମିତୁଲୀନୀ ନାମକ ବନ୍ଦର ନଗରକୁ ଆସିଲୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେତେବେଳେ ସେ ଆମ୍ଭମାନଙ୍କୁ ଆସସ୍ରେ ଭେଟିଲେ, ଆମ୍ଭେମାନେ ତାଙ୍କୁ ଜାହାଜରେ ଘେନି ମିତୁଲୀନୀକୁ ଆସିଲୁ,
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଯେତେବେଳେ ଆମକୁ ଆସୋସ୍ରେ ଭେଟିଲେ, ଆମେ ତାଙ୍କୁ ଜାହାଜରେ ଉଠାଇ ମିତିଲିନୀକୁ ଗଲୁ।
Odia Bible ERV 2004 (ପବିତ୍ର ବାଇବଲ)
ପରେ ପାଉଲ ଆମ୍ଭ ସହିତ ଆସସ୍ ନଗରରେ ଦେଖା ଦେଲେ। ସେ ଆମ୍ଭ ସହିତ ଜାହାଜରେ ଚଢ଼ିଲେ ଓ ମିତୁଲୀନୀ ନାମକ ବନ୍ଦର ନଗରକୁ ଆସିଲୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେତେବେଳେ ସେ ଆମ୍ଭମାନଙ୍କୁ ଆସସ୍ରେ ଭେଟିଲେ, ଆମ୍ଭେମାନେ ତାହାଙ୍କୁ ଘେନି ମିତୁଲୀନୀ ସହରକୁ ଆସିଲୁ,
Odia IRV 2017 (ଓଡିଆ ବାଇବେଲ)
ଯେତେବେଳେ ସେ ଆମ୍ଭମାନଙ୍କୁ ଆସସ୍ରେ ଭେଟିଲେ, ଆମ୍ଭେମାନେ ତାହାଙ୍କୁ ଘେନି ମିତୁଲୀନୀକୁ ଆସିଲୁ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಚ್ ತೊ ಅಸ್ಸೊಸ್ಸಿತ್ ಅಮ್ಚ್ಯಾ ವಾಂಗ್ಡಾ ಮಿಳ್ವುನ್ ಘೆಟ್ಲ್ಯಾನ್, ತನ್ನಾ ಅಮಿ ತೆಕಾಬಿ ಅಮ್ಚ್ಯಾ ಢೊನಾತ್ ಚಡ್ವುನ್ ಘೆವ್ನ್ ಮಿಲೆತಾ ಮನ್ತಲ್ಯಾ ಶಾರಾಕ್ ಗೆಲ್ಯಾಂವ್.