Acts 21:1 — Compare Translations

7 translations compared side by side

Odia - 1840
"ଆମ୍ଭମାନେେ ସମାନଙ୍କେଠାରୁ ବିଦାୟ ନଲେୁ। ତା'ପରେ ଆମ୍ଭେ ସିଧା କୋସ୍ ଉପଦ୍ବୀପକୁ ଜଳଯାତ୍ରା କଲୁ। ତହିଁ ଆରଦିନ ଆମ୍ଭେ ସଠାରୁେ ରୋଦା ଉପଦ୍ବୀପକୁ ଆସିଲୁ। ପୁଣି ସଠାରୁେ ଆମ୍ଭେ ପାତାରା ରେ ପହଞ୍ଚିଲୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନଙ୍କଠାରୁ ବିଦାୟ ଘେନି ଆମ୍ଭେମାନେ ଜାହାଜରେ ଚଢ଼ି ସିଧା ବାଟରେ କୋସ୍କୁ ଆସିଲୁ, ପରଦିନ ରୋଦାକୁ, ପୁଣି ସେସ୍ଥାନରୁ ପାତାରାକୁ ଆସିଲୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନଙ୍କୁ ବିଦାୟ ଜଣାଇ ଆମେ ସେଠାରୁ ପ୍ରସ୍ଥାନ କଲୁ। ଜଳପଥ ଅତିକ୍ରମ କରି ଆମେ କୋସ୍ରେ ପହଞ୍ଚିଲୁ। ତହିଁ ଆରଦିନ ଗେଡ୍ସ୍ କୂଳ ଦେଇ ପାତାରାକୁ ଗଲୁ।
Odia Bible ERV 2004 (ପବିତ୍ର ବାଇବଲ)
ପାଉଲଙ୍କ ଯିରୁଶାଲମ ଯାତ୍ରା ଆମ୍ଭେମାନେ ସେମାନଙ୍କଠାରୁ ବିଦାୟ ନେଲୁ। ତା’ପରେ ଆମ୍ଭେ ସିଧା କୋସ୍ ଉପଦ୍ୱୀପକୁ ଜଳଯାତ୍ରା କଲୁ। ତହିଁ ଆରଦିନ ଆମ୍ଭେ ସେଠାରୁ ରୋଦା ଉପଦ୍ୱୀପକୁ ଆସିଲୁ। ପୁଣି ସେଠାରୁ ଆମ୍ଭେ ପାତାରାରେ ପହଞ୍ଚିଲୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନଙ୍କଠାରୁ ବିଦାୟ ନେଇ ଆମ୍ଭେମାନେ ଜାହାଜରେ ଚଢ଼ି ସିଧା ବାଟରେ କୋସ୍‌ ଦ୍ବୀପକୁ ଆସିଲୁ, ପରଦିନ ରୋଦା ଦ୍ବୀପକୁ, ପୁଣି, ସେ ସ୍ଥାନରୁ ପାତାରା ସହରକୁ ଆସିଲୁ।
Odia IRV 2017 (ଓଡିଆ ବାଇବେଲ)
ସେମାନଙ୍କଠାରୁ ବିଦାୟ ନେଇ ଆମ୍ଭେମାନେ ଜାହାଜରେ ଚଢ଼ି ସିଧା ବାଟରେ କୋସ୍‌କୁ ଆସିଲୁ, ପରଦିନ ରୋଦାକୁ, ପୁଣି, ସେ ସ୍ଥାନରୁ ପାତାରା କୁ ଆସିଲୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮಿ ಸಗ್ಳೆ ಜಾಂನ್ತ್ಯಾಕ್ನಿ ಧಾಡುನ್ ದಿವ್ನ್ ಢೊನಾತ್ನಾ ಕೊಸ್ ಮನ್ತಲ್ಯಾ ದ್ವಿಪಾಕ್ ಗೆಲ್ಲ್ಯಾಂವ್, ದುಸ್ರ್ಯಾಂದಿಸಿ ರೊದಾಕ್ ಪಾವುನ್ ಅನಿ ಥೈತ್ನಾ ಪತಾರಾಕ್ ಗೆಲಾಂವ್.