Acts 21:12 — Compare Translations
7 translations compared side by side
Odia - 1840
"ଆମ୍ଭମାନେେ ଓ ଅନ୍ୟ ବିଶ୍ବାସୀମାନେ ଏହି କଥା ଶୁଣି ପାଉଲଙ୍କୁ ୟିରୂଶାଲମ ନୟିବା ପାଇଁ ବହୂତ ଅନୁ ରୋଧ କଲୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହିସମସ୍ତ କଥା ଶୁଣି ଯିରୂଶାଲମକୁ ନ ଯିବା ପାଇଁ ଆମ୍ଭେମାନେ ଓ ସେହି ସ୍ଥାନର ଲୋକମାନେ ତାଙ୍କୁ ବିନତି କଲୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହା ଶୁଣି ଆମେ ଓ ସେ ସ୍ଥାନରେ ଥିବା ଅନ୍ୟମାନେ ପାଉଲଙ୍କୁ ଯିରୂଶାଲମକୁ ନ ଯିବା ପାଇଁ ଅନୁରୋଧ କଲୁ।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭେମାନେ ଓ ଅନ୍ୟ ବିଶ୍ୱାସୀମାନେ ଏହି କଥା ଶୁଣି ପାଉଲଙ୍କୁ ଯିରୁଶାଲମ ନ ଯିବା ପାଇଁ ବହୂତ ଅନୁରୋଧ କଲୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ସମସ୍ତ କଥା ଶୁଣି ଆମ୍ଭେମାନେ ଓ ସେହି ସ୍ଥାନର ଲୋକମାନେ ତାହାଙ୍କୁ ଯିରୂଶାଲମ ସହରକୁ ନ ଯିବା ପାଇଁ ବିନତି କଲୁ।
Odia IRV 2017 (ଓଡିଆ ବାଇବେଲ)
ଏହି ସମସ୍ତ କଥା ଶୁଣି ଆମ୍ଭେମାନେ ଓ ସେହି ସ୍ଥାନର ଲୋକମାନେ ତାହାଙ୍କୁ ଯିରୂଶାଲମକୁ ନ ଯିବା ପାଇଁ ବିନତି କଲୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮಿ ಹಿ ಬೊಲ್ನಿಯಾ ಆಯ್ಕಲ್ಲ್ಯಾ ತನ್ನಾಚ್ ಪಾವ್ಲುಕ್ ಜೆರುಜಲೆಮಾಕ್ ಜಾತಲೆ ಅನಿ ಥೈ ಹೊತ್ತ್ಯಾ ಲೊಕಾನಿ ನಕ್ಕೊ ಮನುನ್ ಮಾಗುನ್ ಘೆಟ್ಲ್ಯಾಂವ್.