Acts 21:2 — Compare Translations

7 translations compared side by side

Odia - 1840
"ପାତାରା ରେ ଫୈନିକୀଆକୁ ଯାଉଥିବା ଗୋଟିଏ ଜାହାଜ ପାଇ ଆମ୍ଭେ ସେଥି ରେ ଚ଼ଢ଼ିଲୁ ଓ ଯାତ୍ରା କଲୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଠାରେ ଫୈନୀକିଆକୁ ପାର ହୋଇ ଯାଉଥିବା ଗୋଟିଏ ଜାହାଜ ପାଇ ଆମ୍ଭେମାନେ ସେଥିରେ ଚଢ଼ି ଯାତ୍ରା କଲୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେଠାରୁ ଫିନିସିଆକୁ ଯାଉଥିବା ଏକ ଜାହାଜ ଚଢ଼ି ଯାତ୍ରା କଲୁ।
Odia Bible ERV 2004 (ପବିତ୍ର ବାଇବଲ)
ପାତାରାରେ ଫୈନିକୀଆକୁ ଯାଉଥିବା ଗୋଟିଏ ଜାହାଜ ପାଇ ଆମ୍ଭେ ସେଥିରେ ଚଢ଼ିଲୁ ଓ ଯାତ୍ରା କଲୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଠାରେ ଆମ୍ଭେମାନେ ଫୈନୀକିଆକୁ ପାର ହୋଇ ଯାଉଥିବା ଗୋଟିଏ ଜାହାଜ ପାଇ ସେଥିରେ ଚଢ଼ି ଯାତ୍ରା କଲୁ।
Odia IRV 2017 (ଓଡିଆ ବାଇବେଲ)
ସେଠାରେ ଆମ୍ଭେମାନେ ଫୈନୀକିଆକୁ ପାର ହୋଇ ଯାଉଥିବା ଗୋଟିଏ ଜାହାଜ ପାଇ ସେଥିରେ ଚଢ଼ି ଯାତ୍ରା କଲୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪೊಯಿನಿಕ್ಯಾಕ್ ಜಾತಲಿ ಢೊನ್ ಚಡುನ್‍ ಅಮಿ ಪ್ರಯಾನ್ ಕರುಕ್ ಲಾಗ್ಲಾಂವ್.