Acts 21:22 — Compare Translations
7 translations compared side by side
Odia - 1840
"ତେଣୁ ଆମ୍ଭକୁ କ'ଣ କରିବା ଉଚ଼ିତ୍? ତୁମ୍ଭେ ଯେ ଏଠାକୁ ଆସିଛ, ଏହା ସମାନେେ ନିଶ୍ଚୟ ଶୁଣିବାକୁ ପାଇବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ କʼଣ କରାଯାଏ? ତୁମ୍ଭେ ଆସିଅଛ ବୋଲି ସେମାନେ ଅବଶ୍ୟ ଶୁଣିବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆପଣ ଏଠାରେ ପହଞ୍ଚିଛନ୍ତି ବୋଲି ସେମାନେ ନିଶ୍ଚୟ ଶୁଣିବେ। ତା’ହେଲେ କ’ଣ କରାଯିବ?
Odia Bible ERV 2004 (ପବିତ୍ର ବାଇବଲ)
“ତେଣୁ ଆମ୍ଭକୁ କ’ଣ କରିବା ଉଚିତ୍? ତୁମ୍ଭେ ଯେ ଏଠାକୁ ଆସିଛ, ଏହା ସେମାନେ ନିଶ୍ଚୟ ଶୁଣିବାକୁ ପାଇବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ କଅଣ କରାଯାଏ? ତୁମ୍ଭେ ଆସିଅଛ ବୋଲି ସେମାନେ ଅବଶ୍ୟ ଶୁଣିବେ।
Odia IRV 2017 (ଓଡିଆ ବାଇବେଲ)
ତେବେ କ'ଣ କରାଯାଏ? ତୁମ୍ଭେ ଆସିଅଛ ବୋଲି ସେମାନେ ଅବଶ୍ୟ ଶୁଣିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅತ್ತಾ ಅಮಿ ಕಾಯ್ ಕರುವಾ? ತಿಯಾ ಹಿತ್ತೆ ಯೆಲ್ಲಿಖಬರ್ ಜುದೆವ್ಯಾಚ್ಯಾ ವಿಶ್ವಾಸಿ ಲೊಕಾಕ್ನಿ ಕಳ್ತಾ.