Acts 21:29 — Compare Translations

7 translations compared side by side

Odia - 1840
"ସମାନେେ ଆଗରୁ ଏଫିସର ତ୍ରଫିମ ସହିତ ପାଉଲଙ୍କୁ ଦେଖିଥିଲେ। ତ୍ରଫିମ ଜଣେ ଗ୍ରୀକ୍ ଲୋକ ଥିଲେ। ତେଣୁ ସମାନେେ ଅନୁମାନ କରି ନେଲେ ଯେ, ପାଉଲ ତାହାଙ୍କୁ ମନ୍ଦିରକୁ ଆଣିଥିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ସେମାନେ ପୂର୍ବେ ନଗର ମଧ୍ୟରେ ଏଫିସର ତ୍ରଫିମଙ୍କୁ ପାଉଲଙ୍କ ସାଙ୍ଗରେ ଦେଖିଥିଲେ, ଆଉ ସେ ତାଙ୍କୁ ମନ୍ଦିର ଭିତରକୁ ଆଣିବେ ବୋଲି ଅନୁମାନ କରୁଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
(ସେମାନେ ନଗରରେ ଏଫିସସ୍ର ତ୍ରଫିମଙ୍କୁ ପାଉଲଙ୍କ ସହିତ ଦେଖିଥିବାରୁ ଭାବିଲେ ଯେ, ପାଉଲ ତାଙ୍କୁ ମନ୍ଦିରକୁ ନେଇଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଆଗରୁ ଏଫିସର ତ୍ରଫିମ ସହିତ ପାଉଲଙ୍କୁ ଦେଖିଥିଲେ। ତ୍ରଫିମ ଜଣେ ଗ୍ରୀକ୍ ଲୋକ ଥିଲେ। ତେଣୁ ସେମାନେ ଅନୁମାନ କରିନେଲେ ଯେ, ପାଉଲ ତାହାଙ୍କୁ ମନ୍ଦିରକୁ ଆଣିଥିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ପୂର୍ବେ ସେମାନେ ନଗର ମଧ୍ୟରେ ପାଉଲଙ୍କ ସାଙ୍ଗରେ ଏଫିସବାସୀ ତ୍ରଫିମଙ୍କୁ ଦେଖିଥିଲେ, ଆଉ ପାଉଲ ହିଁ ତାହାଙ୍କୁ ମନ୍ଦିର ଭିତରକୁ ଆଣିଥିବେ ବୋଲି ଅନୁମାନ କରୁଥିଲେ।
Odia IRV 2017 (ଓଡିଆ ବାଇବେଲ)
କାରଣ ପୂର୍ବେ ସେମାନେ ନଗର ମଧ୍ୟରେ ପାଉଲଙ୍କ ସାଙ୍ଗରେ ଏଫିସର ତ୍ରଫିମଙ୍କୁ ଦେଖିଥିଲେ, ଆଉ ପାଉଲ ହିଁ ତାହାଙ୍କୁ ମନ୍ଦିର ଭିତରକୁ ଆଣିଥିବେ ବୋଲି ଅନୁମାନ କରୁଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ರೊಪಿಯ್ ಮನ್ತಲ್ಯಾ ಗ್ರಿಕಾಂಚ್ಯಾ ಮಾನ್ಸಾಕ್ ಜೆರುಜಲೆಮಾತ್ ಪಾವ್ಲು ವಾಂಗ್ಡಾ ಬಗಲ್ಲ್ಯಾನಿ, ತ್ರೊಪಿಮ್ ಎಫೆಸಾತ್ಲೊ, ತಸೆ ಹೊವ್ನ್ ಪಾವ್ಲುನ್ ತೆಕಾ ಪವಿತ್ರ್ ಜಾಗ್ಯಾರ್‍ನಿ ಬಲ್ವುನ್ ನ್ಹೆಲಾ ಮನುನ್ ಚಿಂತಾಲ್ಯಾನಿ.