Acts 21:30 — Compare Translations

7 translations compared side by side

Odia - 1840
"ପୁରା ନଗରଟା ରେ ଉତ୍ତଜେନା ସୃଷ୍ଟି ହାଇଗେଲା। ଲୋକମାନେ ଏକାଠି ଦୌଡ଼ି ଯାଇ ପାଉଲଙ୍କୁ ମନ୍ଦିର ଭିତରୁ ଟାଣି ନଇେ ଗଲେ। ସଙ୍ଗେ ସଙ୍ଗେ ଦ୍ବାର ଗୁଡ଼ିକ ବନ୍ଦ ହାଇଗେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ନଗରଯାକ ଚହଳ ପଡ଼ିଗଲା, ଲୋକମାନେ ଏକାଠି ଦୌଡ଼ିଲେ, ପୁଣି ସେମାନେ ପାଉଲଙ୍କୁ ଧରି ମନ୍ଦିର ବାହାରକୁ ଟାଣି ଆଣିଲେ; ଆଉ, ସେହିକ୍ଷଣି ଦ୍ଵାରସବୁ ବନ୍ଦ କରାଗଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ସମଗ୍ର ନଗରରେ ଉତ୍ତେଜନା ଖେଳିଗଲା। ଲୋକମାନେ ପାଉଲଙ୍କୁ ମନ୍ଦିର ବାହାକୁ ଘୋଷାଡ଼ି ଆଣିଲେ। ମନ୍ଦିରର କବାଟଗୁଡ଼ିକ ବନ୍ଦ କରି ଦିଆଗଲା।
Odia Bible ERV 2004 (ପବିତ୍ର ବାଇବଲ)
ପୁରା ନଗରଟାରେ ଉତ୍ତେଜନା ସୃଷ୍ଟି ହୋଇଗଲା। ଲୋକମାନେ ଏକାଠି ଦୌଡ଼ି ଯାଇ ପାଉଲଙ୍କୁ ମନ୍ଦିର ଭିତରୁ ଟାଣି ନେଇଗଲେ। ସଙ୍ଗେ ସଙ୍ଗେ ଦ୍ୱାର ଗୁଡ଼ିକ ବନ୍ଦ ହୋଇଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ନଗରସାରା ଚହଳ ପଡ଼ିଗଲା, ଲୋକମାନେ ଏକାଠି ଦୌଡ଼ିଲେ, ପୁଣି, ସେମାନେ ପାଉଲଙ୍କୁ ଧରି ମନ୍ଦିର ବାହାରକୁ ଟାଣି ଆଣିଲେ; ଆଉ ସେହିକ୍ଷଣି ଦ୍ୱାରସବୁ ବନ୍ଦ କରାଗଲା।
Odia IRV 2017 (ଓଡିଆ ବାଇବେଲ)
ଏଥିରେ ନଗରସାରା ଚହଳ ପଡ଼ିଗଲା, ଲୋକମାନେ ଏକାଠି ଦୌଡ଼ିଲେ, ପୁଣି, ସେମାନେ ପାଉଲଙ୍କୁ ଧରି ମନ୍ଦିର ବାହାରକୁ ଟାଣି ଆଣିଲେ; ଆଉ ସେହିକ୍ଷଣି ଦ୍ୱାରସବୁ ବନ୍ଦ କରାଗଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಶಾರಾತ್ ಪುರಾ ಗದ್ದಲ್ ಶುರು ಹೊತಾ, ಸಗ್ಳ್ಯಾ ಕಡ್ಲಿ ಲೊಕಾ ಪಳುನ್ ಯೆವ್ನ್ ಪಾವ್ಲಿ ತೆಕಾ ಬಂಧಿ ಕರುನ್ ಗುಡಿತ್ನಾ ಭಾಯ್ರ್ ವಡುನ್ ಹಾನುನ್ ಹೊಲೆ, ಗುಡಿಚಿ ಸಗ್ಳಿ ದಾರಾಬಿ ಎಗ್ದಾಚ್ ಧಾಪುನ್ ಹೊಲಿ.