Acts 21:32 — Compare Translations

7 translations compared side by side

Odia - 1840
"ସେ ସଙ୍ଗେ ସଙ୍ଗେ କେତକେ ସୈନ୍ଯ ଓ ଅଧିକାରୀମାନଙ୍କ ସହିତ ଆସି ପହନ୍ଚିଲେ। ସେ ପାଉଲଙ୍କୁ ହତ୍ଯା କରିବାକୁ ଉଦ୍ଯମ ହେଉଥିବା ଯିହୂଦୀମାନଙ୍କ ପାଖକୁ ଗଲେ। ସମାନେେ ସନୋପତି ଓ ସୈନ୍ଯସାମନ୍ତଙ୍କୁ ଦେଖି ପାଉଲଙ୍କୁ ମାଡ଼ ମାରିବା ବନ୍ଦ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ସେ ସେହିକ୍ଷଣି ସୈନ୍ୟ ଓ ଶତସେନାପତିମାନଙ୍କୁ ଘେନି ସେମାନଙ୍କ ନିକଟକୁ ଦୌଡ଼ିଗଲେ । ସେମାନେ ସହସ୍ରସେନାପତି ଓ ସୈନ୍ୟମାନଙ୍କୁ ଦେଖି ପାଉଲଙ୍କୁ ପ୍ରହାର କରିବାରୁ କ୍ଷା; ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଠିକ୍ ସେତିକିବେଳେ ସମଗ୍ର ଯିରୂଶାଲମରେ ହିଂସାକାଣ୍ଡ ଚାଲିଛି ବୋଲି ରୋମୀୟ ସୈନ୍ୟାଧ୍ୟକ୍ଷ ସମ୍ବାଦ ପାଇ କେତେକ ସେନାପତି ଓ ସୈନ୍ୟଙ୍କୁ ନେଇ ଘଟଣା ସ୍ଥଳରେ ଆସି ପହଞ୍ଚିଗଲେ। ଲୋକମାନେ ସୈନ୍ୟାଧ୍ୟକ୍ଷ ଓ ସୈନ୍ୟମାନଙ୍କୁ ଦେଖି ପାଉଲଙ୍କୁ ଆଉ ମାଡ଼ ନ ମାରି ଛାଡ଼ି ଦେଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେ ସଙ୍ଗେ ସଙ୍ଗେ କେତେକ ସୈନ୍ୟ ଓ ଅଧିକାରୀମାନଙ୍କ ସହିତ ଆସି ପହଞ୍ଚିଲେ। ସେ ପାଉଲଙ୍କୁ ହତ୍ୟା କରିବାକୁ ଉଦ୍ୟମ ହେଉଥିବା ଯିହୂଦୀମାନଙ୍କ ପାଖକୁ ଗଲେ। ସେମାନେ ସେନାପତି ଓ ସୈନ୍ୟସାମନ୍ତଙ୍କୁ ଦେଖି ପାଉଲଙ୍କୁ ମାଡ଼ ମାରିବା ବନ୍ଦ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ସେ ସେହିକ୍ଷଣି ସୈନ୍ୟ ଓ ଶତ-ସେନାପତିମାନଙ୍କୁ ନେଇ ସେମାନଙ୍କ ନିକଟକୁ ଦୌଡ଼ିଗଲେ। ସେମାନେ ସହସ୍ର-ସେନାପତି ଓ ସୈନ୍ୟମାନଙ୍କୁ ଦେଖି ପାଉଲଙ୍କୁ ପ୍ରହାର କରିବା ବନ୍ଦ କଲେ।
Odia IRV 2017 (ଓଡିଆ ବାଇବେଲ)
ଏଥିରେ ସେ ସେହିକ୍ଷଣି ସୈନ୍ୟ ଓ ଶତସେନାପତିମାନଙ୍କୁ ନେଇ ସେମାନଙ୍କ ନିକଟକୁ ଦୌଡ଼ିଗଲେ । ସେମାନେ ସହସ୍ର ସେନାପତି ଓ ସୈନ୍ୟମାନଙ୍କୁ ଦେଖି ପାଉଲଙ୍କୁ ପ୍ରହାର କରିବା ବନ୍ଦ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಾಬೊಡ್ತೊಬ್ ತೆನಿ ಉಲ್ಲಿ ಸೆನಾಧಿಕಾರಿಯಾ, ಅನಿ ಸೈನಿಕಾಕ್ನಿ ಅಪ್ನಾ ವಾಂಗ್ಡಾ ಬಲ್ವುನ್ ಘೆವ್ನ್ ಲೊಕಾಂಚೊ ತಾಂಡೊ ಹೊತ್ತ್ಯಾಕ್ಡೆ ಗೆಲೊ ಸೆನಾಧಿಪತಿಕ್ ಅನಿ ತೆಚ್ಯಾ ಸೈನಿಕಾಕ್ನಿ ಬಗುನ್ ಲೊಕಾನಿ ಪಾವ್ಲುಕ್ ಮಾರ್‍ತಲೆ ಇಬೆ ಕರ್‍ಲ್ಯಾನಿ.

Recommended Reading