Acts 21:35 — Compare Translations

7 translations compared side by side

Odia - 1840
"ଲୋକମାନେ ଅତ୍ଯନ୍ତ ହିଂସ୍ରକ ହାଇେ ଉଠିବାରୁ ପାହାଚ଼ ନିକଟରେ ସୈନିକମାନେ ପାଉଲଙ୍କୁ ଟକେି ନଇଗେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଯେତେବେଳେ ସେ ସୋପାନ ଉପରକୁ ଆସିଲେ, ସେତେବେଳେ ଲୋକସମୂହର ଉଗ୍ରତା ହେତୁ ସୈନ୍ୟମାନଙ୍କୁ ତାଙ୍କୁ ବୋହି ନେଇଯିବାକୁ ପଡ଼ିଲା,
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ତାଙ୍କୁ ନେଇ ଦୁର୍ଗ ପାହାଚ ନିକଟରେ ପହଞ୍ଚିବାବେଳକୁ ତାଙ୍କୁ ଘେରି ରହିଥିବା ଜନତା ଏଡ଼େ ଉତ୍ସୃଙ୍ଖଳ ହେଲେ ଯେ ସୈନ୍ୟମାନେ ପାଉଲଙ୍କୁ ବୋହି ନେଇଗଲେ।
Odia Bible ERV 2004 (ପବିତ୍ର ବାଇବଲ)
ଲୋକମାନେ ଅତ୍ୟନ୍ତ ହିଂସ୍ରକ ହୋଇ ଉଠିବାରୁ ପାହାଚ ନିକଟରେ ସୈନିକମାନେ ପାଉଲଙ୍କୁ ଟେକି ନେଇଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଯେତେବେଳେ ସେ ସୋପାନ ଉପରକୁ ଆସିଲେ, ସେତେବେଳେ ଲୋକସମୂହର ଉଗ୍ରତା ହେତୁ ସୈନ୍ୟମାନଙ୍କୁ ତାହାଙ୍କୁ ବୋହି ନେଇଯିବାକୁ ପଡ଼ିଲା,
Odia IRV 2017 (ଓଡିଆ ବାଇବେଲ)
ପୁଣି, ଯେତେବେଳେ ସେ ସୋପାନ ଉପରକୁ ଆସିଲେ, ସେତେବେଳେ ଲୋକସମୂହର ଉଗ୍ରତା ହେତୁ ସୈନ୍ୟମାନଙ୍କୁ ତାଙ୍କୁ ବୋହି ନେଇଯିବାକୁ ପଡ଼ିଲା,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪಾವ್ಲು ಪಾಯ್ರಿಯಾಂಚ್ಯಾ ಜಗ್ಗೊಳ್ ಪಾವಲ್ಲ್ಯಾ ತನ್ನಾ ಲೈ ಲೊಕಾ ಡಕ್ಳುಂಗೆತ್ ಹೊತ್ತ್ಯಾಸಾಟ್ನಿ ಸೈನಿಕಾಕ್ನಿ ತೆಕಾ ಉಕ್ಲುನ್ ಘೆವ್ನ್ ಜಾತಲೆ ಯೆಲೆ, ಲೊಕಾಂಚೊ ತಾಂಡೊ ಲೈ ರಾಗಾನ್ ಭರಲ್ಲೊ ಹೊತ್ತೊ.