Acts 21:36 — Compare Translations

7 translations compared side by side

Odia - 1840
"ତଥାପି ଲୋକସମୂହ ତାହାଙ୍କ ପଛ ରେ ଯାଉ ଯାଉ ପାଟି କଲେ, ତାହାଙ୍କୁ ହତ୍ଯାକର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଅସଂଖ୍ୟ ଲୋକ ପଛରେ ଯାଉ ଯାଉ ତାକୁ ବଧ କର ବୋଲି ଚିତ୍କାର କରୁଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଲୋକମାନେ ସମସ୍ତେ ତାଙ୍କ ପଛେ ପଛେ ଆସି ଚିକ୍ରାର କରି କହୁଥିଲେ, “ତାଙ୍କୁ ହତ୍ୟା କର।”
Odia Bible ERV 2004 (ପବିତ୍ର ବାଇବଲ)
ତଥାପି ଲୋକସମୂହ ତାହାଙ୍କ ପଛରେ ଯାଉ ଯାଉ ପାଟି କଲେ, “ତାହାଙ୍କୁ ହତ୍ୟାକର।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ତାହାଙ୍କୁ ବଧ କର ବୋଲି ଅସଂଖ୍ୟ ଲୋକ ପଛରେ ଯାଉ ଯାଉ ଚିତ୍କାର କରୁଥିଲେ।
Odia IRV 2017 (ଓଡିଆ ବାଇବେଲ)
କାରଣ ତାଙ୍କୁ ବଧ କର ବୋଲି ଅସଂଖ୍ୟ ଲୋକ ପଛରେ ଯାଉ ଯାଉ ଚିତ୍କାର କରୁଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಾಂಡೊ ಹೊವ್ನ್ ಯೆಲ್ಲಿ ಲೊಕಾ ಅಮ್ಚ್ಯಾ ವಾಂಗ್ಡಾ ಯೆವ್ನ್ಗೆತ್ ತೆಕಾ ಜಿವ್‍ಕಾಡಾ! ಮನುನ್ ಬೊಬ್ ಮಾರಿತ್.