Acts 21:4 — Compare Translations

7 translations compared side by side

Odia - 1840
"ଆମ୍ଭେ ସଠାେରେ ଯୀଶୁଙ୍କର କେତକେ ଶିଷ୍ଯମାନଙ୍କୁ ଦେଖିଲୁ। ସମାନଙ୍କେ ସହିତ ସାତ ଦିନ ପର୍ୟ୍ଯନ୍ତ ରହିଲୁ। ସମାନେେ ପବିତ୍ର ଆତ୍ମାଙ୍କ ଦ୍ବାରା ପାଉଲଙ୍କୁ ୟିରୁଶାଲମ ନୟିବା ପାଇଁ ଚେ଼ତାବନୀ ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶିଷ୍ୟମାନଙ୍କୁ ଖୋଜି ସେମାନଙ୍କ ସାକ୍ଷାତ ପାଇ ସାତ ଦିନ ସେଠାରେ ରହିଲୁ; ପୁଣି, ପାଉଲ ଯେପରି ଯିରୂଶାଲମରେ ପଦାର୍ପଣ ନ କରନ୍ତି, ଏଥିପାଇଁ ସେମାନେ ଆତ୍ମାଙ୍କ ଦ୍ଵାରା ତାଙ୍କୁ କହିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେଠାରେ ଆମେ କେତେକ ବିଶ୍ୱାସୀଙ୍କ ଦେଖା ପାଇ ସେମାନଙ୍କ ସହିତ ଏକ ସପ୍ତାହ ରହିଲୁ। ପବିତ୍ରଆତ୍ମାଙ୍କ ନିର୍ଦ୍ଦେଶ ପାଇ ସେମାନେ ପାଉଲଙ୍କୁ ଯିରୂଶାଲମକୁ ଯିବା ପାଇଁ ମନା କଲେ।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭେ ସେଠାରେ ଯୀଶୁଙ୍କର କେତେକ ଶିଷ୍ୟମାନଙ୍କୁ ଦେଖିଲୁ। ସେମାନଙ୍କ ସହିତ ସାତ ଦିନ ପର୍ଯ୍ୟନ୍ତ ରହିଲୁ। ସେମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ପାଉଲଙ୍କୁ ଯିରୁଶାଲମ ନଯିବା ପାଇଁ ଚେତାବନୀ ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଠାରେ ଶିଷ୍ୟମାନଙ୍କୁ ଖୋଜି, ସେମାନଙ୍କ ସାକ୍ଷାତ ପାଇ ସାତ ଦିନ ରହିଲୁ; ପୁଣି, ଯେପରି ପାଉଲ ଯିରୂଶାଲମ ସହରରେ ପଦାର୍ପଣ ନ କରନ୍ତି, ଏଥିପାଇଁ ସେମାନେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ କହିଲେ।
Odia IRV 2017 (ଓଡିଆ ବାଇବେଲ)
ସେଠାରେ ଶିଷ୍ୟମାନଙ୍କୁ ଖୋଜି, ସେମାନଙ୍କ ସାକ୍ଷାତ ପାଇ ସାତ ଦିନ ରହିଲୁ; ପୁଣି, ଯେପରି ପାଉଲ ଯିରୂଶାଲମରେ ପଦାର୍ପଣ ନ କରନ୍ତି, ଏଥିପାଇଁ ସେମାନେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ କହିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮಿ ಥೈ ಉಲ್ಲಿ ಶಿಸಾಕ್ನಿ ಬಗುನ್, ತೆಂಚ್ಯಾ ವಾಂಗ್ಡಾ ಸಾತ್ ದಿಸಾ ಹೊತ್ತಾಂವ್, ಅನಿ ತೆಂಚ್ಯಾ ವಾಂಗ್ಡಾ ಪವಿತ್ರ್ ಆತ್ಮೊ ಹೊತ್ತೊ ಬಗಟ್ಲ್ಯಾವ್, ತೆನಿ ಪಾವ್ಲುಕ್ ತಿಯಾ ಜೆರುಜಲೆಮಾಕ್ ಜಾವ್ ನಕ್ಕೊ ಮನುನ್ ಹುಶ್ಯಾರ್ಕಿ ದಿಲ್ಯಾನಿ.