Acts 21:8 — Compare Translations

7 translations compared side by side

Odia - 1840
"ଆମ୍ଭେ ତହିଁ ଆରଦିନ କାଇସରୀଆ ନଗର ରେ ପହଞ୍ଚିଲୁ। ତା'ପରେ ଆମ୍ଭେ ସୁସମାଚ଼ାର ପ୍ରଚ଼ାରକ ଫିଲିପ୍ପଙ୍କ ଘ ରେ ପ୍ରବେଶ କଲୁ। ସେ ସାତ ଜଣ ବିଶଷେ ସବେକମାନଙ୍କ ମଧ୍ଯରୁ ଜଣେ ଥିଲେ। ଆମ୍ଭମାନେେ ତାହାଙ୍କ ସହିତ ରହିଲୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରଦିନ ଆମ୍ଭେମାନେ ପ୍ରସ୍ଥାନ କରି କାଇସରିଆକୁ ଗଲୁ, ଆଉ ସାତ ଜଣଙ୍କ ମଧ୍ୟରେ ଅନ୍ତର୍ଗତ ସୁସମାଚାର ପ୍ରଚାରକ ଫିଲିପ୍ପଙ୍କ ଗୃହରେ ପ୍ରବେଶ କରି ତାଙ୍କ ସାଙ୍ଗରେ ରହିଲୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପରଦିନ ଆମେ ସେହି ସ୍ଥାନ ଛାଡ଼ି ସିସେରିଆରେ ପହଞ୍ଚିଲୁ। ସେଠାରେ ଆମେ ପ୍ରଚାରକ ଫିଲିପ୍ପଙ୍କ ଘରେ ରହିଲୁ, ଯିରୂଶାଲମରେ ସେବକ ରୂପେ ମନୋନୀତ ହୋଇଥିବା ସାତଜଣଙ୍କ ମଧ୍ୟରୁ ସେ ଜଣେ ଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭେ ତହିଁ ଆରଦିନ କାଇସରୀଆ ନଗରରେ ପହଞ୍ଚିଲୁ। ତା’ପରେ ଆମ୍ଭେ ସୁସମାଗ୍ଭର ପ୍ରଗ୍ଭରକ ଫିଲି‌ପ୍‌ପଙ୍କ ଘରେ ପ୍ରବେଶ କଲୁ। ସେ ସାତ ଜଣ ବିଶେଷ ସେବକମାନଙ୍କ ମଧ୍ୟରୁ ଜଣେ ଥିଲେ। ଆମ୍ଭେମାନେ ତାହାଙ୍କ ସହିତ ରହିଲୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରଦିନ ଆମ୍ଭେମାନେ କାଇସରିୟାକୁ ପ୍ରସ୍ଥାନ କଲୁ। ଆଉ ସାତ ଜଣଙ୍କ ମଧ୍ୟରେ ଅନ୍ତର୍ଗତ, ସୁସମାଚାର ପ୍ରଚାରକ ଫିଲିପ୍ପଙ୍କ ଗୃହରେ ପ୍ରବେଶ କରି ତାହାଙ୍କ ସାଙ୍ଗରେ ରହିଲୁ।
Odia IRV 2017 (ଓଡିଆ ବାଇବେଲ)
ପରଦିନ ଆମ୍ଭେମାନେ କାଇସରିୟାକୁ ପ୍ରସ୍ଥାନ କଲୁ । ଆଉ ସାତ ଜଣଙ୍କ ମଧ୍ୟରେ ଅନ୍ତର୍ଗତ, ସୁସମାଚାର ପ୍ରଚାରକ ଫିଲିପ୍ପଙ୍କ ଗୃହରେ ପ୍ରବେଶ କରି ତାହାଙ୍କ ସାଙ୍ଗରେ ରହିଲୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದುಸ್ರೆ ದಿಸಿ ಸೆಜಾರೆಯ ಶಾರಾಕ್ ಯೆವ್ನ್ ಪಾವ್ನ್ ಫಿಲಿಪ್ಪಾಚ್ಯಾ ಘರಾತ್ ರಾಲ್ಯಾಂವ್, ಬರಿ ಖಬರ್ ಲೊಕಾಕ್ನಿ ಪರ್ಗಟ್ ಕರ್ತಲೆಚ್ ಹೆಜೆ ಕಾಮ್, ಹ್ಯೊ ಜೆರುಜಲೆಮಾಕ್ ಮಜತ್ ಕಾರಿ ಕರುನ್ ಎಚುನ್ ಕಾಡಲ್ಲ್ಯಾ ಸಾತ್ ಲೊಕಾತ್ನಿ ಎಕ್ಲೊ.