Acts 22:11 — Compare Translations
7 translations compared side by side
Odia - 1840
"ମୁଁ କିଛି ଦେଖିପାରୁ ନଥିଲି, କାରଣ ସହେି ଆଲୋକର ତଜେ ମାେତେ ଅନ୍ଧ କରି ପକାଇଥିଲା। ସେଥିପାଇଁ ମାରେ ବନ୍ଧୁମାନେ ମାେ ହାତ ଧରି ଦମ୍ମସକେ ନଇଗେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ଆଲୋକର ତେଜ ହେତୁ ମୁଁ ଦେଖି ନ ପାରିବାରୁ ମୋʼ ସାଙ୍ଗରେ ଥିବା ଲୋକମାନଙ୍କ ଦ୍ଵାରା ଚାଳିତ ହୋଇ ଦାମାସ୍କସ୍କୁ ଆସିଲି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆଲୋକର ପ୍ରଖର ତେଜରେ ମୁଁ ଅନ୍ଧ ହୋଇ ଯାଇଥିଲି। ସେଥିପାଇଁ ମୋର ସହଯାତ୍ରୀମାନେ ମୋ’ ହାତ ଧରି ମୋତେ ଦାମାସ୍କସ୍କୁ ନେଇଗଲେ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ କିଛି ଦେଖି ପାରୁ ନ ଥିଲି, କାରଣ ସେହି ଆଲୋକର ତେଜ ମୋତେ ଅନ୍ଧ କରି ପକାଇଥିଲା। ସେଥିପାଇଁ ମୋର ବନ୍ଧୁମାନେ ମୋ’ ହାତ ଧରି ଦମ୍ମେସକ ନେଇଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ସେହି ଆଲୋକର ତେଜ ହେତୁ ଦେଖି ନ ପାରିବାରୁ, ମୋ ସାଙ୍ଗରେ ଥିବା ଲୋକମାନଙ୍କ ଦ୍ୱାରା ଚାଳିତ ହୋଇ ଦମ୍ମେଶକକୁ ଆସିଲି।
Odia IRV 2017 (ଓଡିଆ ବାଇବେଲ)
ମୁଁ ସେହି ଆଲୋକର ତେଜ ହେତୁ ଦେଖି ନ ପାରିବାରୁ, ମୋ ସାଙ୍ଗରେ ଥିବା ଲୋକମାନଙ୍କ ଦ୍ୱାରା ଚାଳିତ ହୋଇ ଦମ୍ମେସକକୁ ଆସିଲି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೊಳಾವ್ತಲ್ಯಾ ಉಜ್ವಡಾನ್ ಮಾಕಾ ಕುಡ್ಡೊ ಕರಲ್ಯಾಸಾಟ್ನಿ ಕಾಯ್ಬಿ ದಿಸುಕ್ನಾ, ತಸೆಹೊವ್ನ್, ತ್ಯಾ ಲೊಕಾನಿ ಮಾಕಾ ದಮಸ್ಕಾ ಶಾರಾತ್ ಹಾತ್ ಧರುನ್ ಚಲ್ವುನ್ ನ್ಹೆಲ್ಯಾನಿ.