Acts 22:13 — Compare Translations
7 translations compared side by side
Odia - 1840
"ହନନିୟ ମାେ ପାଖ ରେ ଆସି ଠିଆ ହାଇେ କହିଲେ, ' ହେ ଭାଇ ଶାଉଲ, ତୁମ୍ଭେ ପୁଣି ଥରେ ଦେଖିବାକୁ ପାଅ।' ମୁଁ ସହେି ମୁହୂର୍ତ୍ତ ରେ ତାହାଙ୍କୁ ଦେଖିପାରିଲି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋʼ ନିକଟକୁ ଆସି ପାଖରେ ଠିଆ ହୋଇ ମୋତେ କହିଲେ, ଶାଉଲ ଭାଇ, ଦୃଷ୍ଟି ପ୍ରାପ୍ତ ହୁଅ । ସେହି ମୁହୂର୍ତ୍ତରେ ମୁଁ ତାହାଙ୍କ ପ୍ରତି ଦୃଷ୍ଟିପାତ କଲି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ମୋ’ ପାଖକୁ ଆସି ମୋ’ ନିକଟରେ ଠିଆ ହୋଇ କହିଲେ, ‘ଭାଇ ଶାଉଲ, ତୁମର ଦୃଷ୍ଟିଶକ୍ତି ଫେରିପାଅ।’ ଠିକ୍ ସେହି ମୁହୂର୍ତ୍ତରେ ମୁଁ ପୁନର୍ବାର ଦୃଷ୍ଟିଶକ୍ତି ପାଇ ତାଙ୍କୁ ଦେଖିପାରିଲି।
Odia Bible ERV 2004 (ପବିତ୍ର ବାଇବଲ)
ହନନିୟ ମୋ’ ପାଖରେ ଆସି ଠିଆ ହୋଇ କହିଲେ, ‘ହେ ଭାଇ ଶାଉଲ, ତୁମ୍ଭେ ପୁଣି ଥରେ ଦେଖିବାକୁ ପାଅ।’ ମୁଁ ସେହି ମୁହୂର୍ତ୍ତରେ ତାହାଙ୍କୁ ଦେଖି ପାରିଲି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋʼ ନିକଟକୁ ଆସି ପାଖରେ ଠିଆ ହୋଇ ମୋତେ କହିଲେ, ଭାଇ ଶାଉଲ, ଦୃଷ୍ଟିପ୍ରାପ୍ତ ହୁଅ। ସେହି ମୁହୂର୍ତ୍ତରେ ମୁଁ ତାହାଙ୍କ ପ୍ରତି ଦୃଷ୍ଟିପାତ କଲି।
Odia IRV 2017 (ଓଡିଆ ବାଇବେଲ)
ମୋ' ନିକଟକୁ ଆସି ପାଖରେ ଠିଆ ହୋଇ ମୋତେ କହିଲେ, ଭାଇ ଶାଉଲ, ଦୃଷ୍ଟିପ୍ରାପ୍ତ ହୁଅ । ସେହି ମୁହୁର୍ତ୍ତରେ ମୁଁ ତାହାଙ୍କ ପ୍ରତି ଦୃଷ୍ଟିପାତ କଲି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನನಿಯಾ ಮನ್ತಲೊ ಮಾಜ್ಯಾ ಜಗ್ಗೊಳ್ ಯೆವ್ನ್, ಮಾಜ್ಯಾ ಭಾವಾ ಸಾವ್ಲ್, ತುಕಾ ಅನಿ ಪರ್ತುನ್ ಡೊಳೆ ದಿಸುಂದಿತ್! ಮಟ್ಲ್ಯಾನ್, ತಾಬೊಡ್ತೊಬ್ ಮಾಕಾ ದಿಸ್ಟ್ ಯೆಲಿ, ಅನಿ ಮಿಯಾ ತೆಕಾ ಬಗ್ಲೊ.