Acts 22:25 — Compare Translations

7 translations compared side by side

Odia - 1840
"ସମାନେେ ପାଉଲଙ୍କୁ କୋରଡ଼ା ମାରିବା ପାଇଁ ବାନ୍ଧୁଥିବା ସମୟରେ ପାଉଲ ସଠାେରେ ଠିଆ ହାଇେଥିବା ଜଣେ ସନୋ ଅଧିକାରୀଙ୍କୁ କହିଲେ, ଜଣେ ରୋମୀୟ ନାଗରିକ, ଯେ କି ଦୋଷୀ ବୋଲି ପ୍ରମାଣିତ ହାଇେ ନାହିଁ, ତାହାକୁ କୋରଡ଼ା ମାରିବା କ'ଣ ଆଇନ ସଙ୍ଗତ ଅଟେ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ତାଙ୍କୁ କଶା ମାରିବା ପାଇଁ ବାନ୍ଧିଲା ଉତ୍ତାରେ ସେ ନିକଟରେ ଠିଆ ହୋଇଥିବା ଶତ-ସେନାପତିଙ୍କି କହିଲେ, ଜଣେ ରୋମୀୟ ପ୍ରଜାର ବିଚାର ନ କରି ତାକୁ କୋରଡ଼ା ମାରିବା ଆପଣମାନଙ୍କ ପକ୍ଷରେ କି ଆଇନସଙ୍ଗତ?
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ସେମାନେ ତାଙ୍କୁ ବାନ୍ଧିବା ସମୟରେ ପାଉଲ ସେଠାରେ ଉପସ୍ଥିତ ଜଣେ କର୍ମଚାରୀଙ୍କୁ କହିଲେ, “କୌଣସି ଅପରାଧରେ ଏ ପର୍ଯ୍ୟନ୍ତ ବିଚାରିତ ହୋଇ ନ ଥିବା ଜଣେ ରୋମୀୟ ନାଗରିକକୁ ଚାବୁକ୍ ପ୍ରହାର କରିବା କ’ଣ ଆଇନ୍ ସଙ୍ଗତ?”
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ପାଉଲଙ୍କୁ କୋରଡ଼ା ମାରିବା ପାଇଁ ବାନ୍ଧୁଥିବା ସମୟରେ ପାଉଲ ସେଠାରେ ଠିଆ ହୋଇଥିବା ଜଣେ ସେନା ଅଧିକାରୀଙ୍କୁ କହିଲେ, “ଜଣେ ରୋମୀୟ ନାଗରିକ, ଯେ କି ଦୋଷୀ ବୋଲି ପ୍ରମାଣିତ ହୋଇ ନାହିଁ, ତାହାକୁ କୋରଡ଼ା ମାରିବା କ’ଣ ଆଇନ ସଙ୍ଗତ ଅଟେ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ପାଉଲଙ୍କୁ ବେତ୍ରାଘାତ କରିବା ପାଇଁ ବାନ୍ଧିଲା ଉତ୍ତାରେ, ପାଉଲ ନିକଟରେ ଠିଆ ହୋଇଥିବା ଶତ-ସେନାପତିଙ୍କୁ କହିଲେ, ଜଣେ ରୋମୀୟ ପ୍ରଜାର ବିଚାର ନ କରି ତାହାକୁ କୋରଡ଼ା ମାରିବା ଆପଣମାନଙ୍କ ପକ୍ଷରେ କି ଆଇନସଙ୍ଗତ?
Odia IRV 2017 (ଓଡିଆ ବାଇବେଲ)
ସେମାନେ ତାହାଙ୍କୁ ବେତ୍ରାଘାତ କରିବା ପାଇଁ ବାନ୍ଧିଲା ଉତ୍ତାରେ,ସେ ନିକଟରେ ଠିଆ ହୋଇଥିବା ଶତ ସେନାପତିଙ୍କି କହିଲେ, ଜଣେ ରୋମୀୟ ପ୍ରଜାର ବିଚାର ନ କରି ତାହାକୁ କୋରଡ଼ା ମାରିବା ଆପଣମାନଙ୍କ ପକ୍ଷରେ କି ଆଇନସଙ୍ଗତ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪಾವ್ಲುಕ್ ಮಾರುಕ್ ಸಿಪಾಯಿಯಾ ಭಾಂದಿತ್ ರಾತಾನಾ ಥೈ ಹೊತ್ತ್ಯಾ ರೊಮತ್ಲ್ಯಾ ಅಧಿಕಾರಿಕ್ ಪಾವ್ಲುನ್, “ಚುಕ್ದಾರಿ ಮನುನ್ ನಿರ್ಧಾರ್ ಹೊವ್ಕ್ ನಸಲ್ಲ್ಯಾ ರೊಮಾಚ್ಯಾ ಮಾನ್ಸಾಕ್ ಮಾರುಕ್ ತುಮ್ಕಾ ಹಕ್ಕ್ ಹಾಯ್ ಕಾಯ್?” ಮನುನ್ ಇಚಾರ್‍ಲ್ಯಾನ್.