Acts 22:26 — Compare Translations

7 translations compared side by side

Odia - 1840
"ଏ କଥା ଅଧିକାରୀ ଶୁଣି ସନୋଧ୍ଯକ୍ଷଙ୍କୁ ଜଣାଇଲେ। ଅଧିକାରୀ କହିଲେ, ତୁମ୍ଭେ ଜାଣ, ତୁମ୍ଭେ କଣ କରୁଛ? ଏ ଲୋକ ଜଣେ ରୋମୀୟ ନାଗରିକ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ଶତସେନାପତି ଏହା ଶୁଣି ସହସ୍ର-ସେନାପତିଙ୍କ ନିକଟକୁ ଯାଇ ତାଙ୍କୁ ସେହି କଥା ଜଣାଇ କହିଲେ, ଆପଣ କʼଣ କରିବାକୁ ଯାଉଅଛନ୍ତି? ଏହି ଲୋକ ତ ଜଣେ ରୋମୀୟ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହା ଶୁଣି କର୍ମଚାରୀ ଯାଇ ସୈନ୍ୟାଧ୍ୟକ୍ଷଙ୍କୁ କହିଲେ, “ଆପଣ କ’ଣ କରୁଛନ୍ତି? ଏ ଲୋକ ଯେ ଜଣେ ରୋମୀୟ ନାଗରିକ!”
Odia Bible ERV 2004 (ପବିତ୍ର ବାଇବଲ)
ଏ କଥା ଅଧିକାରୀ ଶୁଣି ସେନାଧ୍ୟକ୍ଷଙ୍କୁ ଜଣାଇଲେ। ଅଧିକାରୀ କହିଲେ, “ତୁମ୍ଭେ ଜାଣ, ତୁମ୍ଭେ କ’ଣ କରୁଛ? ଏ ଲୋକ ଜଣେ ରୋମୀୟ ନାଗରିକ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ଶତ-ସେନାପତି ଏହା ଶୁଣି ସହସ୍ର-ସେନାପତିଙ୍କ ନିକଟକୁ ଯାଇ ତାହାଙ୍କୁ ସେହି କଥା ଜଣାଇ କହିଲେ, ଆପଣ କଅଣ କରିବାକୁ ଯାଉଅଛନ୍ତି? ଏହି ଲୋକ ତ ଜଣେ ରୋମୀୟ।
Odia IRV 2017 (ଓଡିଆ ବାଇବେଲ)
ସେହି ଶତସେନାପତି ଏହା ଶୁଣି ସହସ୍ର ସେନାପତିଙ୍କ ନିକଟକୁ ଯାଇ ତାହାଙ୍କୁ ସେହି କଥା ଜଣାଇ କହିଲେ, ଆପଣ କ'ଣ କରିବାକୁ ଯାଉଅଛନ୍ତି?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ಅಧಿಕಾರಿನ್ ತೆ ಆಯ್ಕಲ್ಲ್ಯಾ ತಾಬೊಡ್ತೊಬ್ ಸೈನಿಕಾಚೊ ಮುಂಖಡಾಚ್ಯಾ ಜಗ್ಗೊಳ್ ಯೆವ್ನ್, ತಿಯಾ ಕಾಯ್ ಕರುಲ್ಲೆ ಮನುನ್ ತುಕಾ ಗೊತ್ತ್ ಹಾಯ್ ಕಾಯ್? ಹ್ಯೊ ಮಾನುಸ್ ರೊಮ್ ಮನ್ತಲ್ಯಾ ಶಾರಾಚೊ! ಮನುನ್ ಸಾಂಗ್ಲ್ಯಾನ್.