Acts 23:26 — Compare Translations
7 translations compared side by side
Odia - 1840
"ମହାମହିମ ରାଜ୍ଯପାଳ ଫଲେୀକ୍ସଙ୍କୁ କ୍ଲାଉଦିଅ ଲୂସିଯାଙ୍କର ନମସ୍କାର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମହାମହିମ ଶାସନକର୍ତ୍ତା ଫେଲୀକ୍ସଙ୍କୁ କ୍ଳାଉଦିଅ ଲୂସୀୟାଙ୍କର ନମସ୍କାର ।
Odia BSI (ପବିତ୍ର ବାଇବଲ (CL) NT (BSI))
“ମାନ୍ୟବର ରାଜ୍ୟପାଳ ଫେଲିକ୍ସ୍ଙ୍କୁ କ୍ଳଡିଅସ୍ ଲିସିଅସ୍ର ନମସ୍କାର।
Odia Bible ERV 2004 (ପବିତ୍ର ବାଇବଲ)
“ମହାମହିମ ରାଜ୍ୟପାଳ ଫେଲୀକ୍ସଙ୍କୁ କ୍ଳାଉଦିଅ ଲୂସିୟାଙ୍କର ନମସ୍କାର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମହାମହିମ ଶାସନକର୍ତ୍ତା ଫେଲୀକ୍ସ୍ଙ୍କୁ, କ୍ଲାଉଦିଅ ଲୂସୀୟାଙ୍କର ନମସ୍କାର।
Odia IRV 2017 (ଓଡିଆ ବାଇବେଲ)
ମହାମହିମ ଶାସନକର୍ତ୍ତା ଫେଲିକ୍ସ୍ଙ୍କୁ କ୍ଲାଉଦିୟ ଲୂସିୟାଙ୍କର ନମସ୍କାର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕ್ಲಾಡಿಸ್ ಲುಸಿಯಾಕ್ನಾ ಮೊಟೊರಾಜಾ ಹೊವ್ನ್ ಹೊತ್ತ್ಯಾ ರಾಜ್ ಪಾಲ್ ಫೆಲಿಕ್ಸಾಕ್, ನಮಸ್ಕಾರ್.