Acts 24:12 — Compare Translations

7 translations compared side by side

Odia - 1840
"ସମାନେେ ମାେତେ ମନ୍ଦିର ରେ ବା କୌଣସି ସମାଜ ଗୃହ ରେ ବା ସହର ରେ କାହାରି ସହ ୟୁକ୍ତି ତର୍କ କରିବା ବା ଭିଡ଼ ଜମଇବୋର ଦେଖି ନାହାଁନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଏମାନେ ମନ୍ଦିରରେ କି ସମାଜଗୃହରେ କି ନଗରରେ ମୋତେ କାହାରି ସହିତ ବିବାଦ କରିବାର କିମ୍ଵା ଜନତାକୁ ମତାଇବାର ଦେଖି ନାହାନ୍ତି,
Odia BSI (ପବିତ୍ର ବାଇବଲ (CL) NT (BSI))
ମନ୍ଦିରରେ କାହାରି ସହିତ ମୋତେ ଯୁକ୍ତିତର୍କ କରୁଥିବା ଇହୁଦୀମାନେ ଦେଖି ନ ଥିଲେ କିମ୍ବା ସମାଜ ଗୃହମାନଙ୍କରେ ଅବା ସହରର ଅନ୍ୟ କୌଣସି ସ୍ଥାନରେ ମୋତେ ଲୋକମାନଙ୍କୁ ବତାଉ ଥିବାର ଦେଖି ନ ଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ମୋତେ ମନ୍ଦିରରେ ବା କୌଣସି ସମାଜଗୃହରେ ବା ସହରରେ କାହାରି ସହ ଯୁକ୍ତିତର୍କ କରିବା ବା ଭିଡ଼ ଜମେଇବାର ଦେଖି ନାହାନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଏମାନେ ମନ୍ଦିରରେ କି ସମାଜଗୃହରେ କି ନଗରରେ ମୋତେ କାହାରି ସହିତ ବିବାଦ କରିବାର କିମ୍ବା ଜନତାକୁ ମତାଇବାର ଦେଖି ନାହାନ୍ତି,
Odia IRV 2017 (ଓଡିଆ ବାଇବେଲ)
ଆଉ ଏମାନେ ମନ୍ଦିରରେ କି ସମାଜଗୃହରେ କି ନଗରରେ ମୋତେ କାହାରି ସହିତ ବିବାଦ କରିବାର କିମ୍ବା ଜନତାକୁ ମତାଇବାର ଦେଖି ନାହାଁନ୍ତି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಗುಡಿತ್ ಹೊಂವ್ದಿ, ಸಿನಾಗೊತ್ ಹೊಂವ್ದಿ ಗೊಳಾ ಹೊವ್ನ್ ಯೆತಲ್ಯಾಕ್ಡೆ ಹೊಂವ್ದಿ ನಾ ಹೊಲ್ಯಾರ್ ಶಾರಾತ್ ಜುದೆವಾಂಚ್ಯಾ ವಾಂಗ್ಡಾ ವಾದ್ ಕರ್‍ತಲೆ ನಾ ಮಟ್ಲ್ಯಾರ್ ಲೊಕಾಕ್ನಿ ಗೊಳಾ ಕರಲ್ಲೆ ಹೊಂವ್ದಿ ಹೆನಿ ಬಗುಕ್ನಾತ್,