Acts 24:19 — Compare Translations
7 translations compared side by side
Odia - 1840
"ସେ ସମୟରେ ଏସିଆର କେତକେ ଯିହୂଦୀ ସଠାେରେ ଥିଲେ। ଯଦି ସମାନଙ୍କେର ମାେ ବିରୁଦ୍ଧ ରେ କିଛି ଆପତ୍ତି ଥାଏ ତବେେ ସମାନେେ ଆପଣଙ୍କ ନିକଟରେ ଉପସ୍ଥିତ ହବୋ ଉଚ଼ିତ୍,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯଦି ସେମାନଙ୍କର ମୋʼ ବିରୁଦ୍ଧରେ କୌଣସି କଥା ଥାଆନ୍ତା, ତାହାହେଲେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଅଭିଯୋଗ କରିବା ସେମାନଙ୍କର ଉଚିତ ହୋଇଥାଆନ୍ତା ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଏସିଆ ଦେଶର କେତେକ ଇହୁଦୀ ସେଠାରେ ଥିଲେ; ଯଦି ସେମାନଙ୍କର ମୋ’ ବିରୁଦ୍ଧରେ କିଛି କହିବାର ଅଛି, ସେମାନେ ନିଜେ ଆପଣଙ୍କ ସମ୍ମୁଖକୁ ଆସି ଅଭିଯୋଗ କରିପାରିଥାନ୍ତେ।
Odia Bible ERV 2004 (ପବିତ୍ର ବାଇବଲ)
ସେ ସମୟରେ ଏସିଆର କେତେକ ଯିହୂଦୀ ସେଠାରେ ଥିଲେ। ଯଦି ସେମାନଙ୍କର ମୋ’ ବିରୁଦ୍ଧରେ କିଛି ଆପତ୍ତି ଥାଏ ତେବେ ସେମାନେ ଆପଣଙ୍କ ନିକଟରେ ଉପସ୍ଥିତ ହେବା ଉଚିତ୍,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯଦି ସେମାନଙ୍କର ମୋ, ବିରୁଦ୍ଧରେ କୌଣସି କଥା ଥାଆନ୍ତା, ତାହାହେଲେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଅଭିଯୋଗ କରିବା ସେମାନଙ୍କର ଉଚିତ୍ ହୋଇଥାଆନ୍ତା।
Odia IRV 2017 (ଓଡିଆ ବାଇବେଲ)
ଯଦି ସେମାନଙ୍କର ମୋ, ବିରୁଦ୍ଧରେ କୌଣସି କଥା ଥାଆନ୍ତା, ତାହାହେଲେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଅଭିଯୋଗ କରିବା ସେମାନଙ୍କର ଉଚିତ ହୋଇଥାଆନ୍ତା
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಎಶ್ಯಾ ಖಂಡ್ಯಾಚ್ಯಾ ಜುದೆವಾಂಚಿ ಥೊಡಿ ಲೊಕಾ ಥೈ ಹೊತ್ತಿ ತೆನಿ ಅತ್ತಾ ಹಿತ್ತೆ ರಾವ್ಚೆ ಹೊತ್ತೆ. ಮಿಯಾ ಕಾಯ್ತರಿ ಬಿ ಚುಕ್ ಕರಲೆ ರ್ಹಾಲ್ಯಾರ್ ತಿ ಲೊಕಾಚ್ ಮಾಜೆರ್ ವಿರೊದ್ ಕರುಚೆ ಹೊತ್ತೆ.