Acts 24:20 — Compare Translations

7 translations compared side by side

Odia - 1840
"ନଚେ଼ତ୍ ଆପଣ ଏଠା ରେ ଉପସ୍ଥିତ ଥିବା ଯିହୂଦୀମାନଙ୍କୁ ପଚ଼ାରନ୍ତୁ, ସମାନଙ୍କେ ପରିଷଦ ସଭା ରେ, ସମାନଙ୍କେ ସମ୍ମୁଖ ରେ ମୁଁ ଯେତବେେଳେ ଠିଆ ହଲିେ, ସେତବେେଳେ ସମାନେେ ମାଠାେ ରେ କଣ ସବୁ ଦୋଷ ଦେଖିଲେ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ନତୁବା ମୃତମାନଙ୍କ ପୁନରୁତ୍ଥାନ ସମ୍ଵନ୍ଧରେ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ବିଚାରିତ ହେଉଅଛି ବୋଲି ମୁଁ ସେମାନଙ୍କ ମଧ୍ୟରେ ଠିଆ ହୋଇ ଉଚ୍ଚସ୍ଵରରେ ଏହି ଯେଉଁ କଥା କହିଥିଲି,
Odia BSI (ପବିତ୍ର ବାଇବଲ (CL) NT (BSI))
ପୁନଶ୍ଚ, ମୁଁ ଯେତେବେଳେ ମହାସଭା ସମ୍ମୁଖରେ ଠିଆ ହୋଇଥିଲି, ମୁଁ କେଉଁ ଅପରାଧରେ ଦୋଷୀ ସାବ୍ୟସ୍ତ ହେଲି, ତାହା ଏଠାରେ ଥିବା ଏହି ଲୋକମାନେ କୁହନ୍ତୁ।
Odia Bible ERV 2004 (ପବିତ୍ର ବାଇବଲ)
ନଚେତ୍ ଆପଣ ଏଠାରେ ଉପସ୍ଥିତ ଥିବା ଯିହୂଦୀୟମାନଙ୍କୁ ପଗ୍ଭରନ୍ତୁ, ସେମାନଙ୍କ ପରିଷଦ ସଭାରେ, ସେମାନଙ୍କ ସମ୍ମୁଖରେ ମୁଁ ଯେତେବେଳେ ଠିଆହେଲି, ସେତେବେଳେ ସେମାନେ ମୋ’ଠାରେ କ’ଣ ସବୁ ଦୋଷ ଦେଖିଲେ?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ନତୁବା ମୃତମାନଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ବିଚାରିତ ହେଉଅଛି ବୋଲି ମୁଁ ସେମାନଙ୍କ ମଧ୍ୟରେ ଠିଆ ହୋଇ ଉଚ୍ଚସ୍ୱରରେ ଏହି ଯେଉଁ କଥା କହିଥିଲି,
Odia IRV 2017 (ଓଡିଆ ବାଇବେଲ)
ନତୁବା ମୃତମାନଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ବିଚାରିତ ହେଉଅଛି ବୋଲି ମୁଁ ସେମାନଙ୍କ ମଧ୍ୟରେ ଠିଆ ହୋଇ ଉଚ୍ଚସ୍ୱରରେ ଏହି ଯେଉଁ କଥା କହିଥିଲି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಜರುಜಲೆಮಾತ್ಯಾ ಜುದೆವಾಂಚ್ಯಾ ಝಡ್ತಿ ಕರ್‍ತಲ್ಯಾ ತಾಂಡ್ಯಾಚ್ಯಾ ಇದ್ರಾಕ್ ಇಬೆ ಹೊತ್ತ್ಯಾ ತನ್ನಾ ತೆಂಕಾ ಮಾಜಿ ಕಸ್ಲಿ ಚುಕ್ ದಿಸುನ್ ಯೆಲಿ ಮನ್ತಲೆ ತೆಂಕಾಚ್ ಇಚಾರ್.