Acts 25:13 — Compare Translations

7 translations compared side by side

Odia - 1840
"କିଛି ଦିନ ପରେ ଆଗ୍ରିପ୍ପା ରାଜା ଓ ରାଣୀ ବର୍ଣ୍ଣୀକୀ ଫେଷ୍ଟଙ୍କ ସାଙ୍ଗ ରେ ଦଖାେ କରିବାକୁ କାଇସରୀଆ ନଗରକୁ ଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କେତେକ ଦିନ ଗତ ହେଲା ପରେ ରାଜା ଆଗ୍ରିପ୍‍ପା ଓ ବର୍ଣ୍ଣୀକୀ କାଇସରିଆକୁ ଆସି ଫେଷ୍ଟଙ୍କୁ ସାକ୍ଷାତ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିଛିଦିନ ପରେ ରାଜା ଆଗ୍ରୀପା ଓ ବର୍ଣ୍ଣିସ୍ ଫେଷ୍ଟସ୍ଙ୍କୁ ସ୍ୱାଗତ ଜଣାଇବା ପାଇଁ କାଇସରିଆ ପରିଦର୍ଶନରେ ଆସିଲେ।
Odia Bible ERV 2004 (ପବିତ୍ର ବାଇବଲ)
ପାଉଲ ହେରୋଦ ଆଗ୍ରି‌‌ପ୍‌‌ପାଙ୍କ ସାମନାରେ ଉପସ୍ଥିତ ହେଲେ କିଛି ଦିନ ପରେ ଆଗ୍ରି‌‌ପ୍‌‌ପା ରାଜା ଓ ରାଣୀ ବର୍ଣ୍ଣୀକୀ ଫେଷ୍ଟଙ୍କ ସାଙ୍ଗରେ ଦେଖା କରିବାକୁ କାଇସରୀଆ ନଗରକୁ ଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କେତେକ ଦିନ ଗତ ହେଲା ପରେ ରାଜା ଆଗ୍ରିପ୍ପା ଓ ବର୍ଣ୍ଣୀକୀ କାଇସରିୟାକୁ ଆସି ଫେଷ୍ଟସ୍‌ଙ୍କୁ ସାକ୍ଷାତ କଲେ।
Odia IRV 2017 (ଓଡିଆ ବାଇବେଲ)
କେତେକ ଦିନ ଗତ ହେଲା ପରେ ରାଜା ଆଗ୍ରିପ୍ପା ଓ ବର୍ଣ୍ଣୀକୀ କାଇସରିୟାକୁ ଆସି ଫେଷ୍ଟସଙ୍କୁ ସାକ୍ଷାତ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಥೊಡಿ ದಿಸಾ ಹೊಲ್ಲ್ಯಾ ಮಾನಾ ಅಗ್ರಿಪ್ಪ್ ರಾಜಾ, ಅನಿ ರಾನಿಬೆರ್ನಿಕೆ ಫೆಸ್ತಾಕ್ ನಮಸ್ಕಾರ್ ಕರುಕ್ ಸೆಜೆರೆಯಾಕ್ ಯೆಲ್ಲ್ಯಾನಿ.