Acts 25:14 — Compare Translations
7 translations compared side by side
Odia - 1840
"ସମାନେେ ସହେି ସ୍ଥାନ ରେ ବହୁତ ଦିନ ରହିଲେ। ଫେଷ୍ଟ ରାଜାଙ୍କ ଆଗ ରେ ପାଉଲଙ୍କ ଅଭିଯୋଗ ବିଷୟ ରେ କହିଲେ। ସେ ତାହାଙ୍କୁ କହିଲେ, ଏଠା ରେ ଜଣେ ଲୋକ ଅଛି। ଫଲେୀକ୍ସ୍ ତାକୁ ବନ୍ଦୀ ରୂପେ ରଖି ଯାଇଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ଅନେକ ଦିନ ସେ ସ୍ଥାନରେ ରୁହନ୍ତେ, ରାଜାଙ୍କ ଆଗରେ ଫେଷ୍ଟ, ପାଉଲଙ୍କ କଥା ଜଣାଇ କହିଲେ, ଫେଲୀକ୍ସ୍ ଜଣେ ଲୋକକୁ ବନ୍ଦୀ କରି ରଖିଯାଇଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେଠାରେ ସେମାନେ କିଛିଦିନ ରହିବା ପରେ ଫେଷ୍ଟସ୍ ରାଜାଙ୍କୁ ପାଉଲଙ୍କ ବିଷୟ ଜଣାଇ କହିଲେ, “ଫେଲିକ୍ସ୍ ବନ୍ଦୀ କରି ରଖି ଯାଇଥିବା ଜଣେ ଲୋ ଏଠାରେ ଅଛି।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ସେହି ସ୍ଥାନରେ ବହୁତ ଦିନ ରହିଲେ। ଫେଷ୍ଟ ରାଜାଙ୍କ ଆଗରେ ପାଉଲଙ୍କ ଅଭିଯୋଗ ବିଷୟରେ କହିଲେ। ସେ ତାହାଙ୍କୁ କହିଲେ, “ଏଠାରେ ଜଣେ ଲୋକ ଅଛି। ଫେଲୀକ୍ସ୍ ତାକୁ ବନ୍ଦୀ ରୂପେ ରଖି ଯାଇଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ଅନେକ ଦିନ ସେ ସ୍ଥାନରେ ରୁହନ୍ତେ, ରାଜାଙ୍କ ଆଗରେ ଫେଷ୍ଟସ୍ ପାଉଲଙ୍କ କଥା ଜଣାଇ କହିଲେ, ଫେଲୀକ୍ସ୍ ଜଣେ ଲୋକଙ୍କୁ ବନ୍ଦୀ କରି ରଖିଯାଇଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ସେମାନେ ଅନେକ ଦିନ ସେ ସ୍ଥାନରେ ରୁହନ୍ତେ, ରାଜାଙ୍କ ଆଗରେ ଫେଷ୍ଟସ୍ ପାଉଲଙ୍କ କଥା ଜଣାଇ କହିଲେ, ଫେଲୀକ୍ସ୍ ଜଣେ ଲୋକଙ୍କୁ ବନ୍ଦୀ କରି ରଖିଯାଇଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಲೈ ದಿಸಾಂಚ್ಯಾ ಪತರ್ ಥೈ ಹೊತ್ತೆ ಫೆಸ್ತಾನ್ ಪಾವ್ಲುಚ್ಯಾ ವಾದಾಚ್ಯಾ ವಿಶಯಾತ್ ರಾಜಾಕ್ ಅಶೆ ಮಟ್ಲ್ಯಾನ್, ಫೆಲಿಕ್ಸಾನ್ ಬಂಧಿಖಾನ್ಯಾಚ್ ಸೊಡುನ್ ಗೆಲ್ಲೊ ಎಕ್ ಮಾನುಸ್ ಹಾಯ್.