Acts 25:17 — Compare Translations

7 translations compared side by side

Odia - 1840
"ତେଣୁ ଏହି ଯିହୂଦୀୟମାନେ ବିଚ଼ାର ପାଇଁ କାଇସରୀଆକୁ ଆଣିବାର ମୁଁ ସମୟ ନଷ୍ଟ ନକରି ତହିଁ ଆରଦିନ ବିଚ଼ାର ସ୍ଥାନ ରେ ବସିଲି ଓ ସହେି ଲୋକକୁ ବିଚ଼ାରାଳୟକୁ ଆଣିବା ପାଇଁ ଆଦେଶ ଦଲେି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ସେମାନେ ମୋʼ ସାଙ୍ଗରେ ଏସ୍ଥାନକୁ ଆସନ୍ତେ, ମୁଁ ବିଳମ୍ଵ ନ କରି ପରଦିନ ବିଚାରାସନରେ ବସି ସେହି ଲୋକକୁ ଆଣିବା ନିମନ୍ତେ ଆଜ୍ଞା ଦେଲି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଏଠାକୁ ଆସିବା ପରେ ମୁଁ କାଳ ବିଳମ୍ବ ନ କରି ତା’ ପରଦିନ ବିଚାରାଳୟରେ ବସିଲି ଓ ଲୋକଟିକୁ ଭିତରକୁ ଆଣିବା ପାଇଁ ଆଦେଶ ଦେଲି।
Odia Bible ERV 2004 (ପବିତ୍ର ବାଇବଲ)
“ତେଣୁ ଏହି ଯିହୂଦୀୟମାନେ ବିଗ୍ଭର ପାଇଁ କାଇସରୀଆକୁ ଆଣିବାର ମୁଁ ସମୟ ନଷ୍ଟ ନ କରି ତହିଁ ଆରଦିନ ବିଗ୍ଭର ସ୍ଥାନରେ ବସିଲି ଓ ସେହି ଲୋକକୁ ବିଗ୍ଭରାଳୟକୁ ଆଣିବା ପାଇଁ ଆଦେଶ ଦେଲି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ସେମାନେ ମୋ ସାଙ୍ଗରେ ଏ ସ୍ଥାନକୁ ଆସନ୍ତେ ମୁଁ ବିଳମ୍ବ ନ କରି ପରଦିନ ବିଚାରାସନରେ ବସି ସେହି ଲୋକକୁ ଆଣିବା ନିମନ୍ତେ ଆଜ୍ଞା ଦେଲି।
Odia IRV 2017 (ଓଡିଆ ବାଇବେଲ)
ଏଣୁ ସେମାନେ ମୋ ସାଙ୍ଗରେ ଏ ସ୍ଥାନକୁ ଆସନ୍ତେ ମୁଁ ବିଳମ୍ବ ନ କରି ପରଦିନ ବିଚାରାସନରେ ବସି ସେହି ଲୋକକୁ ଆଣିବା ନିମନ୍ତେ ଆଜ୍ଞା ଦେଲି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಹೊವ್ನ್, ತೆನಿ ಹಿತ್ತೆ ಯೆಲ್ಲ್ಯಾ ತನ್ನಾ, ಮಿಯಾ ತಡೊ ಕರಿನಸ್ತಾನಾ ಝಡ್ತಿ ಕರ್‍ತಲ್ಲ್ಯಾ ಜಾಗ್ಯಾರ್ ಬಸುನ್ ತ್ಯಾ ಮಾನ್ಸಾಕ್ ಬುತ್ತುರ್ ಬಲ್ವುನ್ ಹಾನುಚೆ ಮನುನ್ ಹುಕುಮ್ ದಿವ್ನ್ ಝುಟ್ಯಾ ಚುಕೆಚಿ ಚಾಡಿಯಾ ಸಾಂಗ್ಲ್ಯಾನಿ.