Acts 25:20 — Compare Translations

7 translations compared side by side

Odia - 1840
"ମୁଁ ଏ ସବୁ ବିଷୟ ରେ ବେଶି ଜାଣି ନଥିଲି। ତେଣୁ ମୁଁ କିଛି ପ୍ରଶ୍ନ ପଚ଼ାରିଲି ନାହିଁ। ମୁଁ ପାଉଲଙ୍କୁ ପଚ଼ାରିଲି, 'ଏହି ଅଭିଯୋଗଗୁଡ଼ିକର ବିଚ଼ାର ପାଇଁ ତୁମ୍ଭେ ୟିରୂଶାଲମ ୟିବାକୁ ଚ଼ାହୁଁଛ କି?'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହିସମସ୍ତ ବିଷୟ କିପ୍ରକାରେ ଅନୁସନ୍ଧାନ କରିବି ବୋଲି ମୁଁ ହତବୁଦ୍ଧି ହୋଇ, ସେ ଯିରୂଶାଲମକୁ ଯାଇ ସେଠାରେ ଏସମସ୍ତ ବିଷୟରେ ବିଚାରିତ ହେବା ପାଇଁ ଇଚ୍ଛା କରେ କି ନାହିଁ, ଏହା ପଚାରିଲି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହି ସମସ୍ତ ବିଷୟ ଆହୁରି ପ୍ରାଞ୍ଜଳଭାବେ ଜାଣିବା ନିମନ୍ତେ କ’ଣ କରିବାକୁ ହେବ, କିଛି ସ୍ଥିର କରି ନ ପାରି ଏହି ଅଭିଯୋଗରେ ବିଚାରିତ ହେବା ପାଇଁ ପାଉଲ ଯିରୂଶାଲମ ଯିବେ କି ବୋଲି ମୁଁ ତାଙ୍କୁ ପଚାରିଲି।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଏ ସବୁ ବିଷୟରେ ବେଶି ଜାଣି ନ ଥିଲି। ତେଣୁ ମୁଁ କିଛି ପ୍ରଶ୍ନ ପଗ୍ଭରିଲି ନାହିଁ। ମୁଁ ପାଉଲଙ୍କୁ ପଗ୍ଭରିଲି, ‘ଏହି ଅଭିଯୋଗଗୁଡ଼ିକର ବିଗ୍ଭର ପାଇଁ ତୁମ୍ଭେ ଯିରୁଶାଲମ ଯିବାକୁ ଗ୍ଭହୁଁଛ କି?’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ସମସ୍ତ ବିଷୟ କିପ୍ରକାରେ ଅନୁସନ୍ଧାନ କରିବି ବୋଲି ମୁଁ ହତବୁଦ୍ଧି ହୋଇ, ସେ ଯିରୂଶାଲମ ସହରକୁ ଯାଇ ସେଠାରେ ଏସମସ୍ତ ବିଷୟରେ ବିଚାରିତ ହେବା ପାଇଁ ଇଚ୍ଛା କରେ କି ନାହିଁ, ଏହା ପଚାରିଲି।
Odia IRV 2017 (ଓଡିଆ ବାଇବେଲ)
ଏହି ସମସ୍ତ ବିଷୟ କିପ୍ରକାରେ ଅନୁସନ୍ଧାନ କରିବି ବୋଲି ମୁଁ ହତବୁଦ୍ଧି ହୋଇ, ସେ ଯିରୂଶାଲକୁ ଯାଇ ସେଠାରେ ଏସମସ୍ତ ବିଷୟରେ ବିଚାରିତ ହେବା ପାଇଁ ଇଚ୍ଛା କରେ କି ନାହିଁ, ଏହା ପଚାରିଲି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾಕಾ ಹ್ಯಾ ಸಂಗ್ತಿಯಾಂಚ್ಯಾ ವಿಶಯಾತ್ ಜಾಸ್ತಿಚೆ ಕಾಯ್ಬಿ ಗೊತ್ತ್ ನತ್ತ್ಯಾಕ್ ಮಿಯಾ ಲೈ ಪರಸ್ನೆ ಇಚಾರುಕ್ನಾ ಖರೆ ಪಾವ್ಲುಕ್ ತಿಯಾ ಜೆರುಜಲೆಮಾಕ್ ಜಾವ್ನ್ ತುಜ್ಯಾ ಚುಕೆಕ್ನಿ ಝಡ್ತಿ ಕರುನ್ ಘೆತೈಯ್ ಕಾಯ್? ಮನುನ್ ಇಚಾರ್ಲೊ.