Acts 25:22 — Compare Translations
7 translations compared side by side
Odia - 1840
"ତା'ପରେ ଆଗ୍ରୀପ୍ପା ଫେଷ୍ଟଙ୍କୁ କହିଲେ, ମୁଁ ସହେି ଲୋକଠାରୁ ନିଜେ ଶୁଣିବାକୁ ଚ଼ା ହେଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ଆଗ୍ରିପ୍ପା ଫେଷ୍ଟଙ୍କୁ କହିଲେ, ଆମ୍ଭେ ମଧ୍ୟ ସ୍ଵୟଂ ସେହି ଲୋକର କଥା ଶୁଣିବାକୁ ଇଚ୍ଛା କରୁଅଛୁ । ସେ କହିଲେ, କାଲି ଆପଣ ତାʼର କଥା ଶୁଣିବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆଗ୍ରୀପା ଫେଷ୍ଟସ୍ଙ୍କୁ କହିଲେ, “ମୁଁ ନିଜେ ଏହି ଲୋକର କଥା ଶୁଣିବାକୁ ଚାହେଁ।” ଫେଷ୍ଟସ୍ ଉତ୍ତର ଦେଲେ, “ଆସନ୍ତା କାଲି ଆପଣ ତାହାର କଥା ଶୁଣିବେ।”
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଆଗ୍ରିପ୍ପା ଫେଷ୍ଟଙ୍କୁ କହିଲେ, “ମୁଁ ସେହି ଲୋକଠାରୁ ନିଜେ ଶୁଣିବାକୁ ଗ୍ଭହେଁ।” ଫେଷ୍ଟ କହିଲେ, “ଆପଣ ଆସନ୍ତା କାଲି ତା’ଠାରୁ ଶୁଣିବେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ଆଗ୍ରିପ୍ପା ଫେଷ୍ଟସ୍ଙ୍କୁ କହିଲେ ଆମ୍ଭେ ମଧ୍ୟ ସ୍ୱୟଂ ସେହି ଲୋକର କଥା ଶୁଣିବାକୁ ଇଚ୍ଛା କରୁଅଛୁ। ସେ କହିଲେ, କାଲି ଆପଣ ତାହାଙ୍କ କଥା ଶୁଣିବେ।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ଆଗ୍ରିପ୍ପା ଫେଷ୍ଟସଙ୍କୁ କହିଲେ ଆମ୍ଭେ ମଧ୍ୟ ସ୍ୱୟଂ ସେହି ଲୋକର କଥା ଶୁଣିବାକୁ ଇଚ୍ଛା କରୁଅଛୁ । ସେ କହିଲେ, କାଲି ଆପଣ ତାହାଙ୍କ କଥା ଶୁଣିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಗ್ರಿಪ್ಪಾನ್ ಫೆಸ್ತಾಕ್, ಹ್ಯೊ ಮಾನುಸ್ ಸಾಂಗುಲಾಗಲೆ ಆಯ್ಕುಕ್ ಮಾಕಾಬಿ ಮನ್ ಹಾಯ್ ಮನುನ್ ಸಾಂಗ್ಲ್ಯಾನ್, ತನ್ನಾ ಫೆಸ್ತಾನ್ “ತೊ ಸಾಂಗ್ತಲೆ ತಿಯಾ ಉದ್ದ್ಯಾ ಆಯ್ಕುಕ್ ಹೊತಾ!” ಮಟ್ಲ್ಯಾನ್.