Acts 26:12 — Compare Translations
7 translations compared side by side
Odia - 1840
"ଥରେ ମୁଖ୍ଯ ଯାଜକମାନେ ମାେତେ ଦମ୍ମସକେ ନଗରକୁ ୟିବା ପାଇଁ ଅନୁମତି ଓ କ୍ଷମତା ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହି ଉଦ୍ଦେଶ୍ୟରେ ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ଓ ଆଜ୍ଞାପତ୍ର ଘେନି ଦାମାସ୍କସ୍କୁ ଯାଉଥିବା ସମୟରେ,
Odia BSI (ପବିତ୍ର ବାଇବଲ (CL) NT (BSI))
ଏହି ଉଦ୍ଦେଶ୍ୟରେ ମୁଖ୍ୟ ଯାଜକମାନଙ୍କଠାରୁ କ୍ଷମତା ପତ୍ର ଓ ଆଦେଶ ନେଇ ମୁଁ ଦାମାସ୍କସ୍କୁ ଯାଇଥିଲି।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁଙ୍କୁ ଦେଖିଥିବା ବିଷୟରେ ପାଉଲଙ୍କ ବର୍ଣ୍ଣନା “ଥରେ ମୁଖ୍ୟ ଯାଜକମାନେ ମୋତେ ଦମ୍ମେସକ ନଗରକୁ ଯିବା ପାଇଁ ଅନୁମତି ଓ କ୍ଷମତା ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ଉଦ୍ଦେଶ୍ୟରେ ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ଓ ଆଦେଶପତ୍ର ଘେନି ଦମ୍ମେଶକକୁ ଯାଉଥିବା ସମୟରେ,
Odia IRV 2017 (ଓଡିଆ ବାଇବେଲ)
ଏହି ଉଦ୍ଦେଶ୍ୟରେ ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ଓ ଆଦେଶପତ୍ର ଘେନି ଦମ୍ମେସକକୁ ଯାଉଥିବା ସମୟରେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ ಮುಖ್ಯ್ ಯಾಜಕಾನ್ ಅಧಿಕಾರ್ ಅನಿ ಹುಕುಮ್ ದಿವ್ನ್, ದಮಸ್ಕಾಚ್ಯಾ ಶಾರಾಕ್ ಜಾವ್ಕ್ ಅಧಿಕಾರ್ ದಿಲ್ಯಾನಿ.