Acts 26:21 — Compare Translations

7 translations compared side by side

Odia - 1840
"ଏଥିପାଇଁ ମନ୍ଦିର ରେ ଥିବା ସମୟରେ ଯିହୂଦୀମାନେ ମାେତେ ବନ୍ଦୀ କଲେ, ଓ ମାରିବାକୁ ଚେ଼ଷ୍ଟା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହି କାରଣରୁ ଯିହୁଦୀମାନେ ମନ୍ଦିର ମଧ୍ୟରେ ମୋତେ ଧରି ବଧ କରିବାକୁ ଚେଷ୍ଟା କରୁଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହି କାରଣରୁ ମୁଁ ମନ୍ଦିରରେ ଥିବା ସମୟରେ ଇହୁଦୀମାନେ ମୋତେ ଧରି ହତ୍ୟା କରିବାକୁ ଉଦ୍ୟମ କଲେ।
Odia Bible ERV 2004 (ପବିତ୍ର ବାଇବଲ)
“ଏଥିପାଇଁ ମନ୍ଦିରରେ ଥିବା ସମୟରେ ଯିହୂଦୀମାନେ ମୋତେ ବନ୍ଦୀ କଲେ, ଓ ମାରିବାକୁ ଚେଷ୍ଟା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି କାରଣରୁ କେତେକ ଯିହୁଦୀମାନେ ମନ୍ଦିର ମଧ୍ୟରେ ମୋତେ ଧରି ବଧ କରିବାକୁ ଚେଷ୍ଟା କରୁଥିଲେ।
Odia IRV 2017 (ଓଡିଆ ବାଇବେଲ)
ଏହି କାରଣରୁ ଯିହୂଦୀମାନେ ମନ୍ଦିରର ମଧ୍ୟରେ ମୋତେ ଧରି ବଧ କରିବାକୁ ଚେଷ୍ଟା କରୁଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಹ್ಯಾ ಕಾರನಾನ್ ಮಾಕಾ ಜುದೆವಾಂಚ್ಯಾ ಲೊಕಾನಿ ದೆವಾಚ್ಯಾ ಗುಡಿತ್ ಬಂಧಿ ಕರುನ್ ಜಿವಾನಿ ಮಾರುಕ್ ಯೆವಜ್ಲ್ಯಾನಿ.