Acts 26:30 — Compare Translations

7 translations compared side by side

Odia - 1840
"ତା'ପରେ ରାଜା, ରାଜ୍ଯପାଳ, ରାଣୀ ବର୍ଣ୍ଣୀକୀ ଓ ଅନ୍ୟମାନେ ସମସ୍ତେ ଠିଆ ହେଲେ ଓ ପ୍ରସ୍ଥାନ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ରାଜା, ଶାସନକର୍ତ୍ତା, ବର୍ଣ୍ଣୀକୀ ଓ ସେମାନଙ୍କ ସହିତ ଉପବିଷ୍ଟ ବ୍ୟକ୍ତିମାନେ ଉଠିଯାଇ
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ପରେ ରାଜା, ରାଜ୍ୟପାଳ ଓ ବର୍ଣ୍ଣିସ୍ ଏବଂ ଅନ୍ୟ ସମସ୍ତେ ଯିବା ପାଇଁ ଉଠିଲେ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ରାଜା, ରାଜ୍ୟପାଳ, ରାଣୀ ବର୍ଣ୍ଣୀକୀ ଓ ଅନ୍ୟମାନେ ସମସ୍ତେ ଠିଆ ହେଲେ ଓ ପ୍ରସ୍ଥାନ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ରାଜା, ଶାସନକର୍ତ୍ତା, ବର୍ଣ୍ଣୀକୀ ଓ ସେମାନଙ୍କ ସହିତ ବସିଥିବା ବ୍ୟକ୍ତିମାନେ ଉଠିଯାଇ,
Odia IRV 2017 (ଓଡିଆ ବାଇବେଲ)
ସେଥିରେ ରାଜା, ଶାସନକର୍ତ୍ତା, ବର୍ଣ୍ଣୀକୀ ଓ ସେମାନଙ୍କ ସହିତ ବସିଥିବା ବ୍ୟକ୍ତିମାନେ ଉଠିଯାଇ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಗ್ರಿಪ್ಪ್ ರಾಜಾ, ರಾಜ್ಯ್ ಪಾಲ್ ಹೊಲ್ಲ್ಯಾ ಫೆಸ್ತಾನ್, ಬೆರ್ನಿಕೆ ರಾನಿ ಅನಿ ಶಾರಾಚಿ ಅನಿ ತೆಂಚ್ಯಾ ವಾಂಗ್ಡಾ ಬಸಲ್ಲಿ ಸಗ್ಳಿ ಲೊಕಾ ಉಟುನ್ ಇಬೆ ರ್‍ಹಾವ್ನ್,

Recommended Reading