Acts 27:10 — Compare Translations
7 translations compared side by side
Odia - 1840
"ଏହା ଦ୍ବାରା ଯେ କବଳେ ଜାହାଜ ଓ ଜିନିଷପତ୍ରର କ୍ଷତି ଘଟିବ ତାହା ନୁହେଁ, ହୁଏତ ଆମ୍ଭମାନଙ୍କର ଜୀବନ ମଧ୍ଯ ଚ଼ାଲିଯାଇପା ରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମହାଶୟମାନେ, ଏହି ଜଳଯାତ୍ରା ଯେ କେବଳ ମାଲ ଓ ଜାହାଜର ଅନିଷ୍ଟ ହେବ, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ପ୍ରାଣର ମଧ୍ୟ ଯେ ଅନିଷ୍ଟ ଓ କ୍ଷତିକାରକ ହେବ, ଏହା ମୁଁ ଜାଣୁଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
“ବନ୍ଧୁଗଣ, ମୁଁ ଜାଣିପାରୁଛି ଯେ, ଯଦି ଆମେ ଏଠାରୁ ପୁଣି ଜଳଯାତ୍ରା ଆରମ୍ଭ କରିବା, ତାହା ବିପଦସଙ୍କୁଳ ହେବ। ଏହା ଦ୍ୱାରା କେବଳ ଯେ ଜାହାଜ ଓ ମାଲପତ୍ରର କ୍ଷତି ହେବ, ତାହା ନୁହେଁ, ଯାତ୍ରୀମାନଙ୍କର ପ୍ରାଣହାନିର ମଧ୍ୟ ଆଶଙ୍କା ଅଛି।”
Odia Bible ERV 2004 (ପବିତ୍ର ବାଇବଲ)
ଏହା ଦ୍ୱାରା ଯେ କେବଳ ଜାହାଜ ଓ ଜିନିଷପତ୍ରର କ୍ଷତି ଘଟିବ ତାହା ନୁହେଁ, ହୁଏତ ଆମ୍ଭମାନଙ୍କର ଜୀବନ ମଧ୍ୟ ଗ୍ଭଲିଯାଇପାରେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମହାଶୟମାନେ ଏହି ଜଳଯାତ୍ରା ଯେ କେବଳ ମାଲ ଓ ଜାହାଜର ଅନିଷ୍ଟ ହେବ, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ପ୍ରାଣର ମଧ୍ୟ ଯେ ଅନିଷ୍ଟ ଓ କ୍ଷତିକାରକ ହେବ, ଏହା ମୁଁ ଜାଣୁଅଛି।
Odia IRV 2017 (ଓଡିଆ ବାଇବେଲ)
ମହାଶୟମାନେ ଏହି ଜଳଯାତ୍ରା ଯେ କେବଳ ମାଲ ଓ ଜାହାଜର ଅନିଷ୍ଟ ହେବ, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ପ୍ରାଣର ମଧ୍ୟ ଯେ ଅନିଷ୍ଟ ଓ କ୍ଷତିକାରକ ହେବ, ଏହା ମୁଁ ଜାଣୁଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಹೊವ್ನ್ ಪಾವ್ಲುನ್ ತೆಂಕಾ, ಅಮ್ಕಾ ಜಾತಾನಾ ಲೈ ತರಾಸ್ ಹೊತಲೆ ರ್ಹಾವ್ಕ್ ಫಿರೆ ಢೊನಿಯಾ, ಅನಿ ತ್ಯಾತುರ್ ಹೊತ್ತಿ ಸಾಮಾನಾ ಸಗ್ಳಿ ನಾಸ್ ಹೊವ್ನ್ ಜಾತಾತ್ ಅಮ್ಚಿ ಜಿವಾಬಿ ನಾಸ್ ಹೊತಾತ್ ಮನುನ್ ಸಾಂಗುಕ್ ಹೊಯ್ನಾ! ಮನುನ್ ಹುಶ್ಯಾರ್ಕಿ ದಿಲ್ಯಾನ್.