Acts 27:15 — Compare Translations
7 translations compared side by side
Odia - 1840
"ଏହା ଜାହାଜକୁ ଆଘାତ କରି ସମୁଦ୍ର ଭିତରକୁ ଠଲେି ନଲୋ। ଜାହାଜ ପବନ ରେ ସ୍ଥିର ହାଇେ ରହି ନପାରିବାରୁ ଆମ୍ଭେ ତାକୁ ଭାସିୟିବା ପାଇଁ ଛାଡ଼ି ଦଲେୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଜାହାଜଟି ତୋଫାନରେ ପଡ଼ି ପବନର ସମ୍ମୁଖୀନ ହୋଇ ନ ପାରିବାରୁ ଆମ୍ଭେମାନେ ତାହାକୁ ଭାସିଯିବାକୁ ଛାଡ଼ିଦେଲୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଜାହାଜକୁ ଆଘାତ କଲା। ଜାହାଜକୁ ପବନ ଆଡ଼କୁ ମୁହଁ କରାଇ ରଖିବା ଅସମ୍ଭବ ହେବାରୁ ଆମେ ଆଉ ଚେଷ୍ଟା ନ କରି ପବନ ସୁଅରେ ଜାହାଜଟିକୁ ଭାସି ଯିବାକୁ ଛାଡ଼ି ଦେଲୁ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ଜାହାଜକୁ ଆଘାତ କରି ସମୁଦ୍ର ଭିତରକୁ ଠେଲି ନେଲା। ଜାହାଜ ପବନରେ ସ୍ଥିର ହୋଇ ରହି ନ ପାରିବାରୁ ଆମ୍ଭେ ତାକୁ ଭାସିଯିବା ପାଇଁ ଛାଡ଼ି ଦେଲୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଜାହାଜଟି ତୋଫାନରେ ପଡ଼ି ପବନର ସମ୍ମୁଖୀନ ହୋଇ ନ ପାରିବାରୁ ଆମ୍ଭେମାନେ ତାହାକୁ ଭାସିଯିବାକୁ ଛାଡ଼ିଦେଲୁ।
Odia IRV 2017 (ଓଡିଆ ବାଇବେଲ)
ଜାହାଜଟି ତୋଫାନରେ ପଡ଼ି ପବନର ସମ୍ମୁଖିନ ହୋଇ ନ ପାରିବାରୁ ଆମ୍ଭେମାନେ ତାହାକୁ ଭାସିଯିବାକୁ ଛାଡ଼ିଦେଲୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ತೊ ವಾರೊ ಅಮ್ಚ್ಯಾ ಮೊಟ್ಯಾ ಢೊನಾಕ್ ಮಾರುನ್ ಘೆವ್ನ್ ಗೆಲೊ ಅಮ್ಚಿ ಢೊನಿ ತೊ ವಾರೊ ಯೆತಲ್ಯಾ ದಿಕ್ಕಾಕ್ ಇದ್ರಾಕ್ ಹೊವ್ನ್ ಜಾವ್ಕ್ ಹೊವ್ಕ್ನಾ,ಅಮಿ ಕಟ್ಪಟ್ ಕರ್ತಲೆ ಸೊಡ್ಲ್ಯಾಂವ್ ತೊ ವಾರೊ ಜಾವ್ಕ್ ಲಾಗಲ್ಯಾ ಭಾಜುಕುಚ್ ಢೊನ್ ಬಿ ಜಾವ್ಕ್ ಲಾಗ್ಲಿ.