Acts 27:16 — Compare Translations

7 translations compared side by side

Odia - 1840
"ତା'ପରେ ଆମ୍ଭେ କ୍ଲାଉଦ ନାମକ ଉପଦ୍ବୀପ ଉହାଡ଼ ରେ ଜାହାଜ ଚ଼ଳାଇଲୁ। ସଠାେରେ ଗୋଟିଏ ଜୀବନରକ୍ଷକ ଡ଼ଙ୍ଗାକୁ ବହୁ କଷ୍ଟ ରେ ଆମ୍ଭେ ଜାହାଜ ଉପରକୁ ଉଠାଇବାକୁ ସମର୍ଥ ହେଲୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, କ୍ଳାଉଦ ନାମକ ଗୋଟିଏ କ୍ଷୁଦ୍ର ଦ୍ଵୀପର ଉହାଡ଼ରେ ଯାଇ କଷ୍ଟରେ ଜାହାଜର ନୌକାଖଣ୍ତିକ ଧରି ରକ୍ଷା କରିବାକୁ ସକ୍ଷମ ହେଲୁ,
Odia BSI (ପବିତ୍ର ବାଇବଲ (CL) NT (BSI))
ଗୋଟିଏ ଛୋଟ ଦ୍ୱୀପ କାଉଦାର ଦକ୍ଷିଣ ପାଶ୍ୱର୍ ଦେଇ ଯାତ୍ରା କରିବା ସମୟରେ କିଛି ପରିମାଣରେ ପବନରୁ ରକ୍ଷା ପାଇଥିଲୁ। ସେଠାରେ ଆମେ କୌଣସିମତେ ଜାହାଜର ଡଙ୍ଗାଟିକୁ ନିରାପଦରେ ରଖିବାକୁ ସମର୍ଥ ହେଲୁ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଆମ୍ଭେ କ୍ଳାଉଦ ନାମକ ଉପଦ୍ୱୀପ ଉହାଡ଼ରେ ଜାହାଜ ଚଳାଇଲୁ। ସେଠାରେ ଗୋଟିଏ ଜୀବନ ରକ୍ଷକ ଡଙ୍ଗାକୁ ବହୁ କଷ୍ଟରେ ଆମ୍ଭେ ଜାହାଜ ଉପରକୁ ଉଠାଇବାକୁ ସମର୍ଥ ହେଲୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, କାଉଦ ନାମକ ଗୋଟିଏ କ୍ଷୁଦ୍ର ଦ୍ୱୀପର ଆଶ୍ରୟସ୍ଥଳୀରେ ଯାଇ କଷ୍ଟରେ ଜାହାଜର ନୌକାଖଣ୍ଡିକ ଧରି ରକ୍ଷା କରିବାକୁ ସକ୍ଷମ ହେଲୁ,
Odia IRV 2017 (ଓଡିଆ ବାଇବେଲ)
ପୁଣି, କ୍ଲାଉଦ ନାମକ ଗୋଟିଏ କ୍ଷୁଦ୍ର ଦ୍ୱୀପର ଆଶ୍ରୟସ୍ଥଳୀରେ ଯାଇ କଷ୍ଟରେ ଜାହାଜର ନୌକାଖଣ୍ଡିକ ଧରି ରକ୍ଷା କରିବାକୁ ସକ୍ଷମ ହେଲୁ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮಿ ಕ್ಲೌಡ್ ಮನ್ತಲ್ಯಾ ಬಾರಿಕ್ ದ್ಪಿಪಾಚ್ಯಾ ಮುಳಾತ್ನಾ ಗೆಲಾಂವ್ ತನ್ನಾ ಅಮಿ ಮೊಟ್ಯಾ ಢೊನಾತ್ ಬಾರಿಕ್ ಢೊನ್ ಭುತ್ತುರ್ ಘೆವ್ಕ್ ಹೊಲೆ ಹೊಲ್ಯಾರ್ಬಿ ತೆ ಕಾಮ್ ಲೈ ತರಾಸಾಚೆ ಹೊತ್ತೆ.