Acts 27:18 — Compare Translations
7 translations compared side by side
Odia - 1840
"ତହିଁ ଆରଦିନ ସମାନେେ ଝଡ଼ ପ୍ରବଳ ବଗେ ରେ ବଢ଼ିବାରୁ ମାଲଗୁଡ଼ିକ ସମୁଦ୍ର ରେ ପକଇେ ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୋଫାନରେ ଆମ୍ଭମାନଙ୍କର ଅତିଶୟ କଷ୍ଟ ହେବାରୁ ତହିଁ ଆରଦିନ ନାବିକମାନେ ମାଲ ଫୋପାଡ଼ିବାକୁ ଲାଗିଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ଅବିରାମଭାବେ ପ୍ରଚଣ୍ଡ ଝଡ଼ ବହୁ ଥିବାରୁ ତହିଁ ଆର ଦିନ ସେମାନେ ଜାହାଜରୁ ମାଲପତ୍ର ପାଣିରେ ପକାଇ ଦେଲେ,
Odia Bible ERV 2004 (ପବିତ୍ର ବାଇବଲ)
ତହିଁ ଆରଦିନ ସେମାନେ ଝଡ଼ ପ୍ରବଳ ବେଗରେ ବଢ଼ିବାରୁ ମାଲଗୁଡ଼ିକ ସମୁଦ୍ରରେ ପକେଇ ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୋଫାନରେ ଆମ୍ଭମାନଙ୍କର ଅତିଶୟ କଷ୍ଟ ହେବାରୁ ତହିଁ ଆରଦିନ ନାବିକମାନେ ମାଲ ଫୋପାଡ଼ିବାକୁ ଲାଗିଲେ,
Odia IRV 2017 (ଓଡିଆ ବାଇବେଲ)
ତୋଫାନରେ ଆମ୍ଭମାନଙ୍କର ଅତିଶୟ କଷ୍ଟ ହେବାରୁ ତହିଁ ଆରଦିନ ନାବିକମାନେ ମାଲ ଫୋପାଡ଼ିବାକୁ ଲାଗିଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದುಸ್ರ್ಯಾಂದಿಸಿ ಮೊಟೊ ವಾರೊ ಲೈ ಮಾರುಕ್ಲಾಗ್ಲೊ, ತನ್ನಾ ಲೊಕಾನಿ ಢೊನಾತ್ಲೊ ಉಲ್ಲೊ ಸಾಮಾನ್ ಕಾಡುನ್ ಟಾಕ್ಲ್ಯಾನಿ.